ପାରାଦୀପ : ପାରାଦୀପ ରଙ୍ଗୀୟା ଗଡ଼ ଠାରୁ ଆରମ୍ଭ କରି ପାରାଦୀପ ଗଳି କଣ୍ଡିରେ ଏଲପିଜି ଗ୍ୟାସ ସହ୍ ସହ ସିଲିଣ୍ଡର ଚୋରା ବେବସାୟ ନିଧଡକରେ ବିକ୍ରି କରାଯାଉ ଥିବା ଦେଖିବାକୁ ମିଳୁଛି l ଗତ କିଛି ଦିନ ତଳେ ୬୩ ଟି ଚୋରା ସିଲିଣ୍ଡର୍ ପାରାଦୀପ ଆଦର୍ଶ ଥାନା ଧରିଥିବା ବେଳେ ପାରାଦୀପ ରେ ଥିବା ଯୋଗାଣ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି l ଏଥିରୁ ସ୍ପଟ୍ ଅନୁମାନ କରାଯାଉଛି ଯେ ଯୋଗାଣ ବିଭାଗ ସହିତ ଏହି ଚୋରା ସିଲିଣ୍ଡର୍ ବେପାରୀ ଙ୍କର ଭିତିରି ବୁଝା ମଣା ନାହିଁ ତ ଜାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ପାରାଦିପି ଯୋଗାଣ ବିଭାଗରେ କିଏ କେତେବେଳେ ରହୁଛି ତାହା ଜଣାପଡୁ ନଥିବା ବେଳେ ଚୋରା ବ୍ୟବସାୟୀ ମାନେ ନିରିଦୋନ୍ଦ ରେ ଟ୍ରିପ ଟ୍ରିପ୍ ଚୋରା ଏଲପିଜି ସିଲିଣ୍ଡର ବ୍ୟବସାୟ କରିବାରେ କୌଣସି ଅସୁବିଧା ସୃଷ୍ଟି ହେଉନଥିବା ଦେଖିବାକୁ ମିଳୁଛି l ଏପରିକି ପୋଲିସ ଧରିଥିବା ଗାଡିଟି ଏକ ଟାଟା ଏସି ଗାଡ଼ି ହୋଇଥିବା ବେଳେ ଗାଡି ନମ୍ବର୍ ଓଡି 05 ବିଟି 6472 ହୋଇଥିବା ବେଳେ ଏହି ଗାଡ଼ିରେ ୪୮ ଟି ସିଲିଣ୍ଡର୍ ଥିବା ଜଣା ଜଣାଯାଇଛି l ଏହି ଗାଡିକୁ ଧରିବା ଶହ ଗାଡ଼ିର ଡ଼୍ରାଇଭର କୁ କୋର୍ଟ ଚାଲାଣ କରାଯାଇଛି l ଯଦି ଏଇଭଳି ଭାବେ ଚୋରା ଚାଲାଣ କରି ଦଲାଲ ମାନେ ଲାଲେ ଲାଲେ ହେଉଥିବା ବେଳେ ସଧାରଣ ଗ୍ରାହକ ବୁକୀଙ୍ଗ କରି ଗ୍ୟାସ ପାଇବା ପାଇଁ ଦୁଇ ଚାରି ଅପେକ୍ଷା କରିବାକୁ ପଡୁଥିବା ଦେଖିବାକୁ ମିଳୁଛି l ଏହି ପାଇଁ ଦାୟୀ କିଏ l ଗ୍ୟାସ ଏଜେନି ନେଇଥିବା ଡିଲର ନା ଯୋଗାଣ ବିଭାଗ, କିଭ