
ଗାଇସିଲେଟ : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଟlବlହଲ ଗ୍ରାମପଞ୍ଚାୟତ ସ୍ଥିତ ମାଲକେନ ନାଲାରେ ଠାରେ ପଦ୍ମପୁର ବନଖଣ୍ଡ ଦ୍ୱାରା ଏକ ନୂତନ ନିର୍ମିତ ମଲ୍ଟି ପାର୍ପୋଜ ୱାଟର ଟାୱାର ବା ବହୁମୁଖୀ ନିରୀକ୍ଷଣ ମିନାର ଉଦଘାଟନ ହୋଇଯାଇଛି ଏହି ଟାୱାର ଉପରେ ପଦ୍ମପୁର ଜଙ୍ଗଲ ବିଭାଗ କର୍ମଚାରୀ ମାନେଉପସ୍ଥିତ ରହି ମୁଖ୍ୟତଃ ବନ୍ୟଜନ୍ତୁ ଓ ହାତୀ ମାନଙ୍କ ର ଗତିପଥକୁ ନିରୀକ୍ଷଣ କରିବେ lଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ ଗଡତିଆ ବରଗଡ଼ ଡି ଏଫ ଓ ଶ୍ରୀ ବିକ୍ରମ ଦେବ ପଟ୍ଟନାଏକ, ରେଞ୍ଜର ଶ୍ରୀ ସୁଦାମ ଜଗଦଳା,ଉପସ୍ଥିତ ଥିବା ବେଳେଆହୁରି ବନ ଖଣ୍ଡର ସମସ୍ତ କର୍ମଚାରୀ ମାନେ କଲାବେଚ ପରିଧାନ କରି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ନିଯେ କର୍ମଠ ହୋଇ ତତ୍ପରତା ସହିତ ଜନସେବା କରିବାର ଶପଥ ନେଇ ଲୋକଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ସହଜରେ ନିଜର ପଦ ମର୍ଯ୍ୟାଦା ଅକ୍ଷୁର୍ଣ ରଖୁବାର ପ୍ରୟାସ ଜାରି ରଖିଛନ୍ତି l ଫକୀର ଦୀପଙ୍କ ରିପୋର୍ଟ