ସରକାରୀ ନୀୟମକୁ ବେଖାତିର କରି ଚାଲିଛି ଇଂରାଜୀ ବିଦ୍ୟାଳୟବିଇଓ ଓ ଡିଇଓ କାହିଁକି ଦୃଷ୍ଟି ଦେଉ ନାହାଁନ୍ତିଶିଶୁମାନଙ୍କୁ ଅଜଥାରେ ଅସହ୍ୟ ଗରମରେ ହଇରାଣ କରାଯାଉଛି

RAJGANJPUR : Dt. 10 /06/2025 : ସରକାରଙ୍କ ନିୟମର ଖିଲାଫ ଅଛି । ତେବେ ଜିଲ୍ଲା ଅଧିକାରୀ ଅମୂଲ୍ୟ ପ୍ରଧାନଙ୍କୁ ଏ ବାବଦରେ ବାରମ୍ବାର ଫୋନରେ ଯୋଗାଯୋଗ କରିବାରୁ ସେ ଫୋନ୍ ରିସିଭ କରି ନ ଥିଲେ ” ଡାଲମିଆ ବିଦ୍ୟା ମନ୍ଦିର ” ର ଅଧଧ୍ୟ ଜୟଦେବ କର ଙ୍କୁ ଏହି ବିଷୟ ରେ ପଚାରିବା ରୁ ସେ କହିଛନ୍ତି ଯେ ଆମ ବିଦ୍ୟାଳୟ ରେ ସମସ୍ତ ପ୍ରକାର ର ସୁବିଧା ଅଛି ଯଥା ପାନୀୟ ଜଳ ର ବ୍ୟବସ୍ଥା, କ୍ଳାସ ରାମ ଏ. ସି ଲଗା ହେଇଛି ଓ ପିଲା ମାନଙ୍କୁ ଙ୍କୁ ଗୋଟିଏ ଘଣ୍ଟା ପାଇଁ ଡକାଯାଉଛି ।
ଅବଦୁଲ ରଜାକ ଖାନ

Leave a Reply

Your email address will not be published. Required fields are marked *