ଶିଳ୍ପ ମନ୍ତ୍ରୀ ଙ୍କ ଉପରେ ଲଗାଇ ଥିବା ଅରୋପ କୁ ଖଣ୍ଡନ କଲେ ଜିପିସମ୍ ଡିଲର contractor l

ପାରାଦ୍ଵୀପ : ପାରାଦ୍ଵୀପ ର ଜଣେ ଜଣା ଶୁଣା ଶ୍ରମିକ ନେତା ଅରିନ୍ଦମ ସର୍ଖେଲ (ଓରଫ )ବାପି ସର୍ଖେଲ ଗତ କିଛି ଦିନ ତଳେ ନିଜ ଫେସ୍ ବୁକ୍ ଲାଇଭିରେ ପିପିଏଲ ଜିପ୍ସସମ୍ କୁ ନେଇ ଶିଳ୍ପ ମନ୍ତ୍ରୀ ଓ ତାଙ୍କ ବାପାଙ୍କର ଏନ କେ ଏସ କମ୍ପାନୀକୁ ନେଇ କରିଥିବା ବିଷଦା ଗାର କୁ ଆଜି ହୋଟେଲ ଇଣ୍ଟର ନେସନାଲ ମିଟିଂ ହଲ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଜିପିସମ୍ ଡିଲର ଆଣ୍ଡ ଲୋଡୀଙ୍ଗ contractor ଙ୍କ ତରଫରୁ ଶ୍ରମିକ ନେତା ବାପି ସରଖେଲ ଦେଇଥିବା ଟିପଣିକୁ ଖଣ୍ଡନ କରିବା ଶହ ଦୃଢ ନିନ୍ଦା ମଧ୍ୟ କହିଛନ୍ତି l ଶ୍ରମିକ ନେତା କହିଥିବା କଥା ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ପଦ ପାଇବା ପରେ ପିପିଏଲ ଉପରେ ପ୍ରଦୂଷଣ ଓ ବିଭିନ୍ନ ପ୍ରକାର ଚାପ୍ ପକାଇ ପିପିଏଲ ରୁ ବାହାରୁ ଥିବା ଜୀପିସମ୍ କୁ ଆଗରୁ ପିପିଏଲ ୩୨୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଶିଳ୍ପ ମନ୍ତ୍ରୀ ଚାପରେ ୧୦୦ଟଙ୍କାରେ ଏନକେଏସ କମ୍ପାନୀ କୁ ଦେଇଛନ୍ତି l ଏହି ଜିପସମ୍ କୁ ଏନକେଏସ ନେଇ ତାକୁ ୩୦୦/ରୁ ୪୦୦ସହ ଟଙ୍କାରେ ବିକି କରି ମାସିକ ଦେଢ଼ କୋଟି ଟଙ୍କା ପ୍ରଫିଟି କରୁଥିବା କଥା ତାଙ୍କ ଫେସ୍ ବୁକ୍ ଆଇଡିରେ କହିବା ସହ ତାଙ୍କର ପରିବାର ଏମିତି କି ଶଳା ଭିଣୋଇ ଓ ସମସ୍ତ ଶହ କର୍ମୀଙ୍କ ଉପରେ ଆରୋପ ଲଗାଇ ଛନ୍ତି l ଏହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ରେ ଜିପ ସମ୍ ଡିଲର contractor ମାନେ ତଥ୍ୟ ଦେଇ କହିଛନ୍ତି ଯେ ୧/୪/୨୦୨୪ଠାରୁ କୋଷ୍ଟlଲ କଷ୍ଟ୍ରସନ୍ ପିପିଏଲ ରୁ ସୁପର ଡିଲର ହିସାବରେ ନେଇ ଥିଲେ l ଏହି ସମୟରେ ପୂର୍ବରୁ ଲୋଡ଼ିଙ୍ଗ ଓ ସପ୍ଲ୍ୟାଇ କାର୍ଯ୍ୟ କରୁଥିବା ୧୩ଜଣ କଣ୍ଟ୍ଲlକଟର ଙ୍କ ଲୋଡ଼ିଙ୍ଗ କାମ ବନ୍ଦ କରି ଦୀୟlଯାଇ ଥିଲା l ସେତେବେଳେ ଏହି ୧୩ଜଣ ଙ୍କୁ ପିପିଏଲ ତରଫରୁ ଜୀପିସମ୍ ଦିଆ ହବ ନାହିଁ ବୋଲି ସମସ୍ତ ଙ୍କୁ ମନା କରି ଦେଇଥିଲା l ପରେ କୋଷ୍ଟlଲ୍ କଷ୍ଟ୍ରସନ୍ କୁ ୧୦୦ଟଙ୍କା ରେଟରେ ପିପିଏଲ ଯିପିସମ୍ ବିକ୍ରୀ କରି ଥିଲା l ଏଭଳିକି ସ୍ପେସାଲ୍ contractor ଭାବେ କୋଷ୍ଟlଲ କଷ୍ଟ୍ରସନ୍ ସଂସ୍ଥା କୁ ୧/୪/୨୦୨୪ ରେ ଶହେ ଟଙ୍କାର ଦେଇଥିବା ବେଳେ ଏବେ ଶିଳ୍ପ ମନ୍ତ୍ରୀ ଚାପ ପକାଇ କିଭଳୀ ନେଲେ ବୋଲି ପ୍ରଶ୍ନ କରିଛନ୍ତି ଜିପୀସମ୍ ଡିଲର contractor ଏଥିରୁ ଜଣା ଯାଇଛି ଯେ ଶ୍ରମିକ ନେତା ବାପି ସର୍ଖେଲ କୋଷ୍ଟlଲ କଷ୍ଟ୍ରସନ୍ ଠାରୁ କଛି ବେକ୍ତି ଗତ ସ୍ବାର୍ଥ ପାଉଥିବା ଜଣା ଯାଇଛି l କାରଣ ପୂର୍ବ contractir ମlନେ ଦେଢ଼ ବର୍ଷ ଧରି ହାତ ବାନ୍ଧି ବସିଥିବା ବେଳେ ଶିଳ୍ପ ମନ୍ତ୍ରୀ ଙ୍କ ଜରୀଆରେ ପୁଣି କାମ ପାଇ ପାରିଛନ୍ତି l ଏଥିରେ ଶିଳ୍ପ ମନ୍ତ୍ରୀ କଣ ଚାପ ପକାଇଲେ ଏ ସବୁ ମିଛ ଗୁଜବ ରୁ ନିର୍ବୁତ୍ ରହି ଅପନିନ୍ଦା ବନ୍ଦ କରିବା ପାଇଁ ଚେତାବନୀ ମଧ୍ୟ ଜିପିସମ ଡିଲର contractor ମାନେ ଦେଉଛନ୍ତି l ଦର କାର ପଡ଼ିଲେ ଆମେ ମାନେ ଆଗକୁ ଯାଇ ପ୍ରତିବାଦ କରି ବୁ ବୋଲି ରୋକ ଠୋକ ଶୁଣାଇ ଛନ୍ତି ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ

Leave a Reply

Your email address will not be published. Required fields are marked *