ଚଣ୍ଡିଖୋଲ ଟ୍ରକ ମାଲିକକସଂଘ,ନୂତନକlର୍ଯ୍ୟାଳୟ ଗୃହର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ।

ଚଣ୍ଡିଖୋଲ,୩/୫(କ ବ୍ୟୁ)ଚଣ୍ଡିଖୋଲ କଟକ ଡ଼ୁବୁରୀ ବାଇ ପାସ ପାର୍ଶ୍ବରେ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ର ନୂତନ କାର୍ଯ୍ୟଳୟ ଗୃହ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ନାୟକ ଯୋଗଦେଇ ବିଧାୟକଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇ ଗୃହ ନିର୍ମାଣ ଯଥାଶୀଘ୍ର କରାଯିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର, ସୁଙ୍ଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଅଞ୍ଜୁଲତା ସ୍ୱାଇଁ,, ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ସଭାପତି ପୁଷ୍ପରାଜ ସ୍ୱାଇଁ, ଉପସଭାପତି ମାନସ ରଞ୍ଜନ ନାୟକ, ସମ୍ପାଦକ କୀର୍ତ୍ତି ରଞ୍ଜନ ସ୍ୱାଇଁ, ସହ ସମ୍ପାଦକ ବିଶ୍ୱଜିତ ବିଶ୍ବାଳ, କୋଷାଧ୍ୟକ୍ଷ ଯାହିଦ୍ ଖାଁ, ମୂଖ୍ୟ ଉପଦେଷ୍ଟା ଚନ୍ଦନ କୁମାର ନାୟକ, ମୁଖପାତ୍ର ସତ୍ୟବ୍ରତ ଖଣ୍ଡାୟୀ, ଦେବରଞ୍ଜନ ସ୍ୱାଇଁ, ଶୈଳେଦ୍ର ନାୟକ, ଶେଷଦେବ ନାୟକ ,ଦୀପକ ମିଶ୍ର, ସନ୍ତୋଷ କୁମାର ରାଉତ, ବିଜୟ ପାଲ ଯାଦବ, ହେମନ୍ତ କୁମାର ସାମଲ ଉମେଶ ଜେନା, ସତ୍ୟଜିତ ବଳ, ବିନାୟକ ପଣ୍ଡା, ସନ୍ତୋଷ ବିଶ୍ୱାଳ, ପ୍ରମୋଦ କୁମାର ନାୟକ, ଶୁଭ ନାରାୟନ ଓଝା, କରୁଣାକର ମାହାଲା, ମହେନ୍ଦ୍ର ନାୟକ ଲକ୍ଷ୍ମୀଧର ସାହାଣୀ, ନୃସିଂହ ଚରଣ ନାୟକ, ଅନିଲ କୁମାର ସାହୁ ତ୍ରୈଲୋକ୍ୟ ନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ପଣ୍ତିତ ବିଜୟାନନ୍ଦ କର ଭୂମି ପୂଜନ କାର୍ଯ୍ଯ ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *