
ଛତ୍ରପୁର : ୦୨.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର: ଛତ୍ରପୁର ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ସୁରଜ କୁମାର ଗୌଡ ସଦ୍ୟତମ ପ୍ରକାଶିତ ଦଶମ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷାରେ ୫୬୭ ନମ୍ବର (୯୪.୫%)ରଖି ଛତ୍ରପୁର ବିଦ୍ୟାଳୟର ହୋଇଛନ୍ତି। ସେହିପରି ବିଦ୍ୟାଳୟର ମୋଟ ୧୦୮ ଜଣଙ୍କ ମଧ୍ଯରୁ A1 ୫ଜଣ,A2 ୧୪ଜଣ,B1 ୩୩ ଜଣ, B2 ୩୦ଜଣ, C ୧୯,ଓ D ୦୭ ଜଣ ଏହିପରି ୧୦୦% ରେଜଲ୍ଟ ହୋଇଛି। ସୁରଜ ଙ୍କ ଏହି ସଫଳତା ତଥା ସମସ୍ତ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ପରିଚାଳନା କମିଟିର ସମସ୍ତ ସଦସ୍ୟ,ଗୁରୁଜୀ ଗୁରୁମା ଓ ପ୍ରଧାନାଚାର୍ଯ୍ଯ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉତ୍ତୋରତର ଉନ୍ନତି କାମନା କରିଛନ୍ତି।