ଶ୍ରଦ୍ଧାଞ୍ଜଳି

ସେଦିନ ଥିଲା ଆଶ୍ଵିନ ମାସର ଦଶହରା ତିଥି, ସୀତା ଦେବୀ ଓ
ଯୋଗେନ୍ଦ୍ର ପ୍ରଧାନ ଙ୍କ କୋଳରେ
ଅଷ୍ଟମ ତଥା ଶେଷ ସନ୍ତାନ ଭାବେ
ଜନ୍ମ ନେଇଥିଲେ ମୁରଲୀ ଧର ପ୍ରଧାନ
1967 ମସିହା 9/10/1967
ଜଣେ ଜଣାଶୁଣା ବ୍ୟକ୍ତି ତଥା ସୁ ଶିକ୍ଷକ ଭାବରେ ପ୍ରାୟ ସମସ୍ତେ ଜାଣନ୍ତି
ଆଉ ଏକାଧାରରେ ଜଣେ ପରୋପକାରୀ ସମାଜ ସେବୀ
ଶୁ ଶିକ୍ଷକ ତଥା ଭଲ ନାଟ୍ୟକାର ଭାବେ ମଧ୍ୟ ଲୋକପ୍ରିୟ ହାସଲ
କରିଥିଲେ,
କିଏ ଜାଣି ଥିଲା 2017 ମସିହା ଏପ୍ରିଲ୍ ମାସ 13/4/2017 ତାଙ୍କର
ଜୀବନ ଦୀପ ଟି ଦପ୍ କରି ଲିଭିଯିବ
ବୋଲି, ଚାହୁଁ ଚାହୁଁ ଆଠ ବରସ ହୋଇଗଲା
ତାଙ୍କର ଏହି ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସମସ୍ତ ପ୍ରିୟ ଜନ ଏବଂ
ପରିବାର ବର୍ଗ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁ ଅଛୁ,ଭଗବାନ ତାଙ୍କ ପୁଣ୍ୟ ଆତ୍ମା ର ସଦ ଗତି କରନ୍ତୁ, ଜୟ ଜଗନ୍ନାଥ,
ପରିବାର ବର୍ଗ
ତଥା ପ୍ରିୟଜନ

Leave a Reply

Your email address will not be published. Required fields are marked *