ୱେଭ୍ସ ୨୦୨୫: ‘‘ମେକ୍‌ ଦ ୱାର୍ଲ୍ଡ ୱିର୍‌ ଖଦୀ’’ ଚାଲେଞ୍ଜର ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ନାମ ଘୋଷଣା

୭୫୦ ପ୍ରତିଯୋଗୀଙ୍କ ମଧ୍ୟରୁ ଫାଇନାଲରେ ପହଞ୍ଚିଲେ ପାଞ୍ଚ ପ୍ରତିଯୋଗୀ: ଖଦୀର ପୁନଃପରିକଳ୍ପନା କରିଥିବା ବିଜେତାଙ୍କୁ ସମ୍ମାନିତ କରିବ ୱେଭ୍ସ ସୂଚନା ଏବଂ…

ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଏବଂ ପର୍ତ୍ତୁଗାଲ ସଂସଦର ଅଧ୍ୟକ୍ଷଙ୍କୁ ସାକ୍ଷତ କରିଛନ୍ତି ରାଷ୍ଟ୍ରପତି

ପର୍ତ୍ତୁଗାଲରେ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସ୍ୱାଗତ ସମାରୋହରେ ସମ୍ବୋଧିତ କରିଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି09.04.25 :…

ଲଣ୍ଡନରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ତ୍ରୟୋଦଶ ଅର୍ଥନୈତିକ ଆଲୋଚନା ଅନୁଷ୍ଠିତଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ମଞ୍ଚରେ ସହଯୋଗ ଜାରି ରଖିବା ଲାଗି ଭାରତ ଏବଂ ବ୍ରିଟେନ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତିଭାରତର ଅର୍ଥମନ୍ତ୍ରୀ ଏବଂ ବ୍ରିଟେନର ଚାନସେଲର ଅଫ୍‍ ଏକ୍ସଚେକରଙ୍କ ମିଳିତ ବିବୃତ୍ତି ଗ୍ରହଣ ସହିତ ୧୩ତମ ଇଏଫଡିର ସମାପନ

ଲଣ୍ଡନ ; ଭାରତ-ବ୍ରିଟେନ ଅର୍ଥନୈତିକ ଏବଂ ଆର୍ଥିକ ବାର୍ତ୍ତାଳାପ (ଇଏଫଡି) ର ୧୩ତମ ମନ୍ତ୍ରୀସ୍ତରୀୟ ବୈଠକ ଆଜି ଲଣ୍ଡନରେ ଅନୁଷ୍ଠିତ ହୋଇଛି।…

ଓଡ଼ିଶାରେ ୩ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ବୈଠକରେ ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଓଡ଼ିଶା…

ମୁନିଙ୍ଗା ରପ୍ତାନି କୋଲନାରା FPO ର ବୃହତ୍ ସଫଳତା

ରାୟଗଡା :(କ :ପ୍ର )ରାୟଗଡ଼ା ଜିଲ୍ଲା କୋଲନାରା FPO(Farmer Producer Organization) କର୍ମଚାରୀ, ସେୟାର ହୋଲ୍ଡର ଏବଂ BOD, (Board of…

*ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଦିନିକିଆ ମୟୁରଭଞ୍ଜ ଗସ୍ତ।

ବାରିପଦା (କ:ବ୍ଯୁ)ତା ୦୯. ୦୪. ୨୦୨୫ ରିଖ ଆଜି ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) : କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବାର ୧୦ ଗୌରବମୟ ବର୍ଷ

ପ୍ରଧାନମନ୍ତ୍ରୀଙ୍କ “ଅଣପାଣ୍ଠିପ୍ରାପ୍ତଙ୍କୁ ପାଣ୍ଠି ଯୋଗାଣ” ଦୃଷ୍ଟିକୋଣରୁ ଆରମ୍ଭ ହୋଇଥିବା ପିଏମଏମୱାଇ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ବିନା ବନ୍ଧକରେ ଋଣ ପ୍ରଦାନ କରୁଛି ଯେଉଁମାନେ…

ଜାମ୍ମୁ-କାଶ୍ମୀରର ବିକାଶ ପ୍ରକଳ୍ପ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ମୋଦୀ ସରକାର ଏକ ବିକଶିତ ଜାମ୍ମୁ-କାଶ୍ମୀର ଗଠନ ଦିଗରେ ଅତୁଟ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତିପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଳାନ୍ତ…

ଏଆଇ ନୂଆ ଶିଳ୍ପ ବିପ୍ଳବ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସହିତ ଏଆଇକୁ ଯୋଡ଼ିବା ଉପରେ ବିଚାର ବ୍ୟକ୍ତ କରିବା ଲାଗି ଅଂଶୀଦାରମାନଙ୍କୁ ଦେଲେ ପରାମର୍ଶଆଧାର ଅନେକ ପ୍ରୟାସର…

ମାଧୁରୀ ଶତପଥି ଙ୍କୁ ଗୋକର୍ଣିକା ସମାଜ ସେବା ସମ୍ମାନ ୨୦୨୪ପ୍ରଦାନ ।

ଚଣ୍ଡିଖୋଲ : ୯/୪(କବ୍ୟୁ) : ଓଡ଼ିଶାର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ଗୋକର୍ଣିକା ସାହିତ୍ୟ ସମାଜର ଦୁଇ ଦିନିଆ ସୁବର୍ଣ୍ଣ ଜୟନ୍ତୀ ସମାରୋହ…