ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା l

ପାରାଦ୍ଵୀପ : ପାରାଦ୍ଵୀପ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ତରଫରୁ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଭାବେ ଦେବେନ୍ଦ୍ର ପ୍ରଧାନ ଦୁଇ ଦୁଇ ଥର ପଦବୀରେ ରହି ନିଜର କାର୍ଯ୍ଯ କଳାପ ସୁଚାରୁ ରୁପେ ତୁଲେଇ ଥିବା ବେଳେ ପୂର୍ବରୁ କେନ୍ଦ୍ରରେ ଦୁଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ l ପେରେ ଭରତୀୟ ଜନତା ପାଟି ବିଜେପିର ଦଳୀୟ ସଭାପତି ଭାବେ ମନୋନୀତ ମଧ୍ୟ ହୋଇଥିଲେ l ଦୀର୍ଘ ୮୪ ବର୍ଷ ବୟସ ରେ ନିଜର ଇହଲୀଳା ସମ୍ବରଣ କରିଥଲେ l ଏଥିନେଇ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ ଦାସ ଙ୍କ ସଭାପତିତ୍ୟୋ ରେ ଟ୍ରଷ୍ଟ ପରିସର ରେ ସ୍ୱୋରଗତ ଦେବେନ୍ଦ୍ର ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ କରାଯାଇ ଥିଲା l ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀମତୀ ଚବିଲତା ରାଉତ ଯୋଗ ଦେଇ ଥିବା ବେଳେ, ଜଣେ ବରିଷ୍ଟ ଆଇନିଯିବି କୈଳାସ ଚନ୍ଦ୍ର ସାହୁ, ବିଜୁ ଜନତା ଦଳର ଜଣେ ସକ୍ରୀୟ କର୍ମୀ ସୁଶୀଲ ମହା ପାତ୍ର ଯୋଗ ଦେଇ ଥିବା ବେଳେ ମାଞ୍ଚା ସିନ ବହୁ ମାନ୍ୟ ଗଣ୍ୟ ବେକ୍ତି ଯୋଗଦେଇ ଦେବେନ୍ଦ୍ର ପ୍ରଧାନ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରିଥଲେ l ଏହି ସଭାରେ ଦେବେନ୍ଦ୍ର ପ୍ରଧାନ ଙ୍କୁ ଭଲ ପାଉ ଥିବା ବହୁ ଜନ ସାଧାରଣ ଯୋଗ ଦେଇ ଅମର ଆତ୍ମାର ସଦଗତି କାମନା କରିଥଲେ l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *