
1996 ମସିହା ମାର୍ଚ୍ଚ ମାସ 18 ତାରିଖ ସାନ୍ତାଳି ପରିବାର ରେ ଖୁସି
ର ଜୁଆର ଖେଳି ଯାଇଥିଲା, ସୁନିଆ ନାମକ କନ୍ୟା ରତ୍ନ ଟି ପରିବାର ରେ ଜନ୍ମ ନେଇଥିଲା,
2019 ମାର୍ଚ୍ଚ ମାସ 5 ତାରିଖ
ବାରିପଦା ପୌରପାଳିକା ମାଧ୍ୟମ ରେ
ରଘୁନାଥ ପୁର wno–22 ରେ
ଶ୍ରଦ୍ଧା ସବୁରି ALF ଗଠନ କରାଯାଇଥିଲା,
ସେଥିରେ ଶହେ ଜଣ ମହିଳା ମାନଙ୍କ ମଧ୍ୟରୁ ମୋତେ president ଓ ସୁନିଆ କୁ secretary ରୂପେ
ବଛାଯାଇଥିଲା,
ସେବେ ଠୁ ଆଜି ପଯ୍ୟନ୍ତ ଗ୍ରୁପ ର ସମସ୍ତ କାର୍ଯ୍ୟ ସେ ଆଉ ମୁଁ ସୁଚାରୁ
ରୂପେ ପାଳନ କରି ଆସୁଥିଲେ,
2020 ମସିହା ସାରା ବିଶ୍ଵ ରେ କୋରାନା ର ଭୟାବହ ଆତଙ୍କ
ଠିକ୍ ସେହି ସମୟରେ oral cancer ରେ ତା ସ୍ବାମୀ ଙ୍କ ର
ମୃତ୍ୟୁ ହୋଇଥିଲା,
ତଥାପି ବିଚାରି ସମସ୍ତ ଦୁଃଖ କଷ୍ଟ କୁ
ବୁକୁ ତଳେ ଚାପି 3 ବର୍ଷ ର ଶିଶୁ
ପୁତ୍ରକୁ ନେଇ ବନଚୁଥିଲା,


କିଏ ଜାଣି ଥିଲା ମାର୍ଚ୍ଚ 25 ରେ
ଶ୍ରଦ୍ଧା ସବୁରି ପରିବାର କୁ ଏମିତି
ଏକ କଳା ବାଦଲ ର ଛାଇ ମାଡ଼ି ଆସିବ, ସେ ଆମ ଠୁ ସୁନିଆ ନାମକ
ଅମୂଲ୍ୟ ରତ୍ନ କୁ ହରେଇ ବାକୁ
ପଡ଼ିବ, ଆଜି ତାର ଏକାଦଶ ଦିବସ
ରେ ଆମେ ସମସ୍ତେ ଏକାଠି ମିଶି
ତାର ଅମର ଆତ୍ମା ର ସଦଗତି
ପାଇଁ ଠାକୁର ଙ୍କ ନିକଟରେ ପ୍ରାଥନା
କରୁ ଅଛୁ
ଭଗବାନ ତାର ଏହି କୋମଳ ମତି
ଶିଶୁ କୁ ଶହେ ବର୍ଷ ଆୟୁଷ ଦେଇ
ବଞ୍ଚେଇ ରଖନ୍ତୁ,
ରହି ନାହିଁ କେହି ରହିବେ ନାହିଁ ଟି
ଭବ ରଙ୍ଗ ଭୂମି ତଳେ
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡ଼ିବେ କାଳ ବେଳେ,
ଶ୍ରଦ୍ଧା ସବୁରି ର ଶ୍ରଦ୍ଧାଞ୍ଜଳି ତୁଲୋ
ଥିଲୁ ଆମ ଗହଣରେ
ଅମର ଆତ୍ମା ର ସଦଗତୀ ପାଇଁ
ହାତ ଯୋଡୁ ଛୁ ଠାକୁରେ
ହାତ ଯୋଡୁଛୁ ଠାକୁରେ
———-+++++——-
Nirupama Swain
ଶ୍ରଦ୍ଧା ସବୁରି ପରିବାର
ରଘନାଥପୁର wno–22
ବାରିପଦା, ମୟୂରଭଞ୍ଜ,