ହାଇକୋର୍ଟ ବାର୍ ଆସୋସିଏସନ୍ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ

କଟକ ତା ୦୨-୦୪-୨୦୨୫ ରିଖ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ନିର୍ବାଚନ୨୦୨୫ – ୨୬ ବର୍ଷ ପାଇଁ ଏହି ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରି ବିଜୟ ଲାଭ କରିଥିବା ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ଶପଥ ପାଠ ଉତ୍ସବ ହାଇକୋର୍ଟ ବାର୍ ଆସୋସିଏସନ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସଭାପତି ପଦପାଇଁ ଆଡଭୋକଟ ମନୋଜ୍ ମିଶ୍ର, ଉପ ସଭାପତି ଏଡଭୋକେଟ ସିଦ୍ଧାର୍ଥ ଦାସ୍, ସମ୍ପାଦକ ଭାବରେ ଆଡଭୋକେଟେ ଅଭିଜିତ ପଟ୍ଟନାୟକ, ସହ ସମ୍ପାଦକ ଆଡଭୋକାଟ ଆଶୁ ତୋଷ୍ ମହାପାତ୍ର ଶପଥ ଗ୍ରହଣ କରିଥିବା ବେଳେ, ଲାଇବ୍ରେରୀ ସହ ସମ୍ପାଦକ ଭାବେ ଆଡଭୋକେଟ୍ ସପନ୍ କୁମାର୍ ପାଲ୍ ଓ ଏକ୍ଜିକ୍ୟୁଟିଭ ବଡି ମେମ୍ବର ଅଡଭୋକେଟ ସୁମନ୍ତ ସ୍ବାଇଁ ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି। ଶପଥ ପାଠ ଉସ୍ଛବ କକ୍ଷରେ ହାଇକୋର୍ଟ ବାର୍ ଆସୋସିଏସନ୍ ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *