
କଟକ:- ତା୧୫-୦୧-୨୦୨୫ ରିଖ ଥିଏଟର ମୁବମେଣ୍ଟର ସର୍ବ ଭାରତୀୟ ନାଟକ ପ୍ରତିଯୋଗିତା ରେ ଥିଏଟର୍ ଅଭିଯାନ ପରିବେଷଣ କଲା ନାଟକ “ରକ୍ତ ର ରଙ୍ଗ”।ଏହି ନାଟକଟିକୁ ରଚନା କରିଛନ୍ତି ଭାବ ଗ୍ରହୀ ଦାସ ,ନାଟକଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଅକ୍ଷୟ କୁମାର ରଣା।।ନାଟକରେ ଅଭିନୟ କରିଥିବା କଳାକାର ମାନେ ହେଲେ ,ପ୍ରେମାନନ୍ଦ ସ୍ବାଇଁ,ସତ୍ୟଜିତ୍ ବଳ, ମୃତ୍ୟୁଞ୍ଜୟ ବରାଳ,ଅର୍ପିତା ମିଶ୍ର, ଯ୍ୟୋତ୍ରିମୟୀ ସ୍ବାଇଁ , ସ୍ଵପ୍ନାରାନୀ ପାତ୍ର ଏବଂ ଶିଶୁ କଳାକାର ସୁକନ୍ୟା ସ୍ବାଇଁ । ଏହି ନାଟକଟିରେ ସଙ୍ଗୀତ ଦେଇଛନ୍ତି ବିନୟ ଦାଶ,ମଞ୍ଚ ପରିଚାଳନାରେ ଥିଲେ , ଚୌଧୁରୀ ଶାଶ୍ଵତ ମହାପାତ୍ର ,ଚନ୍ଦନ କୁମାର ସାହୁ ,ଏବଂ ଅବିନାଶ ପ୍ରଧାନ । ଏହି ନାଟକ ଦେଖି ଦର୍ଶକ ବିଭୋର ହୋଇ ଯାଇଥିଲେ। ସଂପୂର୍ଣ୍ଣ ପାରିବାରିକ ଜୀବନ ଉପରେ ଆଧାରିତ ଥିଲା।