ଉଦ୍ଘାଟିତ ହେଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ।

କେସିଙ୍ଗା | ତା 26.12.24

ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆରଡବ୍ଲୁଏସ୍ଏସ୍) ର ଅବହେଳା ଯୋଗୁଁ କେସିଙ୍ଗା-ରୁପ୍ରା ରାସ୍ତାରେ ଏକ ବିପଦପୂର୍ଣ୍ଣ ପରିସ୍ଥିତି ଉପୁଜିଛି। ଗ୍ରାମୀଣ ସଡକଗୁଡ଼ିକ ଅପେକ୍ଷାକୃତ ସଂକୀର୍ଣ୍ଣ ଏବଂ ପାଇପଲାଇନ ଲଗାଇବା ପାଇଁ ଖୋଳିବା ପରେ ଡ୍ରେନଗୁଡିକ ସଠିକ୍ ଭାବରେ ପୂରଣ ହୋଇନଥିବାରୁ ରାସ୍ତା ଦେଇ ଯାଉଥିବା ଯାନଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି କଲି ହୋଇ ଥିବା ଲଗାଣ ବର୍ଷା ହେତୁ ଯାନବାହାନଗୁଡିକ ପାଇପଲାଇନ ସ୍ଥାପନ ପାଇଁ ଖୋଳା ଯାଇଥିବା ଡ୍ରେନ୍ ଭିତରକୁ ପଶିଯାଆନ୍ତି ଏବଂ ବିଭାଗ ଏହାକୁ ଠିକ୍ ଭାବରେ ପୂରଣ କରୁ ନ ଥିବାରୁ ମାଟି ଓଦା ହେତୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *