ସମ୍ବିଧାନ ବିତର୍କରେ ଭାଗ ନେଇ ବିରୋଧିଙ୍କ ଉପରେ ବର୍ଷିଲେ ମୋଦୀ

ଲୋକସଭାରେ ଆଜି ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ହୋଇଥିବା ବିତର୍କର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂସଦର ନିମ୍ନ ସଦନରେ…

ବନ୍ଧକମୁକ୍ତ କୃଷି ଋଣ ସୀମାକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ

କୃଷି କ୍ଷେତ୍ରକୁ ସହାୟତା ଓ ବଢିଚାଲିଥିବା ଖର୍ଚ୍ଚର ଭରଣା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ବନ୍ଧକମୁକ୍ତ…

ପିଏମଏସଜିଏମବି ୱ।ଇ ଅନ୍ତର୍ଗତ ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ ସୌର ଶକ୍ତି ସଂସ୍ଥାପନ; ୨୦୨୭ ସୁଦ୍ଧା ଏକ କୋଟି ଲକ୍ଷ୍ୟ

ବିଶ୍ୱର ସର୍ବ ବୃହତ ଘରୋଇ ସୌର ଶକ୍ତି ଯୋଜନା ହେଉଛି ପିଏମ ସୂର୍ଯ୍ୟ ଘର – ମାଗଣା ବିଜୁଳି ଯୋଜନା ବା…

ଆରାଇଜ୍ ସ୍କୁଲ ଶିକ୍ଷା ସମ୍ମିଳନୀ – ୨୦୨୪ରେ କେନ୍ଦ୍ରମନ୍ତ୍ରୀ , ଭାରତରେ ଜ୍ଞାନର ବ୍ୟବସାୟ ନୁହେଁ, ଜ୍ଞାନଦାନରସମୃଦ୍ଧ ପରମ୍ପରା ରହିଛି – ଧର୍ମେନ୍ଦ୍ର ପ୍ରଧାନ

ଅଟଳଜୀଙ୍କ ସର୍ବଶିକ୍ଷା ଅଭିଯାନ ଦ୍ୱାରା ସ୍ଥାପିତ ସାମାଜିକ ପରିବର୍ତ୍ତନର ପରମ୍ପରାକୁ ଆଗକୁ ବଢ଼ାଇବା ଆମର ଦାୟିତ୍ୱଆମକୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାକୁ…

ବିଜ୍ଞାନ ଆଲୋଚନା ଚକ୍ର : ବିଶ୍ୱ ଓ ଜୀବନ

କଟକ ତା୧୪-୧୨ରିଖବିଜ୍ଞାନ ପ୍ରଚାର ସମିତି ଆନୁକୂଲ୍ୟରେ ସମିତିର ସମ୍ପାଦକ ଡଃ ଦୀପକ ରାଜ ଙ୍କ ସହଯୋଗରେ ପ୍ରଫେସର ହରିହର ପଟ୍ଟନାୟକ ସ୍ମାରକୀ…

ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍

କଟକ : 15/12 /24 ସନ୍ଧ୍ୟାର କଟକ କପୁରିଆ ପ୍ରେସ ଛକଠାରେ ମୋ ବସ୍ ନିଆଁ ଲାଗି ଯାଇଥିଲା।ମୋ ବସ୍ କିଛି…