ଆସନ୍ତାକାଲି ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ ୧୧୬ତମ “ମନ୍ କି ବାତ୍’ କାର୍ଯ୍ୟକ୍ରମ

pm modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ବେଳେ ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବେ । ଏହା ହେବ ମନ୍‍ କି ବାତ୍‍ର ୧୧୬ତମ ସଂସ୍କରଣ । ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍‍ସାଇଟ୍‍ ଓ ଘରଙ୍ଗଗ୍ଦକ୍ଟଦ୍ଭବସକ୍ସ ମୋବାଇଲ୍‍ ଇକ୍ଟ୍ରକ୍ଟ୍ର ରେ ଉପଲବ୍ଧ ହେବ । ଏହା ମଧ୍ୟ ଆକାଶବାଣୀ, ଊଊ ଘରଙ୍ଗଗ୍ଦ, ଚଗଙ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍‍ ଚ୍ୟାନେଲ୍‍ରେ ଖସଙ୍ଖର ଝଗ୍ଧକ୍ସସଜ୍ଞ ହେବ । ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରାଯିବ । ରାତି ୮ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ ।

Leave a Reply

Your email address will not be published. Required fields are marked *