ଗୋଲାମୁଣ୍ଡା ରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଜିଲାର ବିକାଶ ପାଇଁ ସାମ୍ବାଦିକ ଙ୍କ ସହଯୋଗ ଆବଶ୍ୟକ

[11:26 am, 17/11/2024] B Patana Negi: ଧର୍ମଗଡ ତା ୧୬/୧୧/୨୪
କଳାହାଣ୍ଡି ଜିଲା ଗୋଲାମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ (ଓୟୁଜେ)ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ଜିଲା ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ମୁଖ୍ୟ ଅତିଥି , ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ମୁଖ୍ୟ ବକ୍ତା ,ସ୍ୱତନ୍ତ୍ର ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ,ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ଧର୍ମଗଡ଼ ଉପ ଜିଲ୍ଲାପାଲ ଧୀମାନ ଚକମା,ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷୀ,ଜିଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ ପଣ୍ଡା,ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲାର ବିକାଶ ପାଇଁ ଖବର ଦାତା ମାନଙ୍କ ସହଯୋଗ ଓ ଖବର ପରିବେଷଣ ଆବଶ୍ୟକ ଉପରେ ଜିଲ୍ଲାପାଳ କହିଥିଲେ।ସେହିପରି ସାମ୍ବାଦିକ ସୁରକ୍ଷା ଆଇନ,ପେନସନ ଵ୍ୟଵସ୍ଥା ଆଦି ଉପରେ ସରକାରଙ୍କ ଉପରେ ଦାବି କରାଯାଇଥିଲା। ମଞ୍ଚକୁ ସଙ୍ଗଠନ ସଂପାଦକ ଅଂଶୁମାନ ପାତ୍ର ପରିଚାଳନା କରିଥିବାବେଳେ ଜିଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ବାର୍ଷିକ ବିବରଣୀ ପଠନ କରିଥିଲେ।
ଏହି ଅବସରରେ ସାମ୍ବାଦିକ ଖଗେଶ୍ୱର ଧଙ୍ଗଡା ମାଝୀ ଙ୍କୁ ବୃନ୍ଦାବନ ମିଶ୍ର ସୃତି ,କ୍ଷମା ନିଧି ମହାକୁଡ଼ ଯୁବ ପ୍ରତିଭା ,ବିନ୍ଦୁ ମହା ନନ୍ଦ ଜିଲ୍ଲା ପ୍ରତିଭା,ପ୍ରଦୀପ ସାହୁ ମହମ୍ମଦ ଅସଲମ ସୃତି, ଓ ରବୀନ୍ଦ୍ର କୁମାର ମିଶ୍ର ବିଜୟ ଦ୍ଵିଵେଦୀ ବ ଶୃତି ସମ୍ମାନ ,ଶ୍ରେଷ୍ଠ ସରପଞ୍ଚ ନୌକେଶ୍ୱର ପଟେଲ, ଅନ୍ୟ ମାନଙ୍କ ମଧ୍ୟରେ ପି,ଇ,ଓ ପ୍ରଶାନ୍ତ ନାଏକ ଓ ଅଲେଖ ସା,ଓ ସମିତି ସଭ୍ୟ ଦୁର୍ଗେଶ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ବିଭିନ୍ନ ବ୍ଲକ ରୁ ଶତାଧିକ ସାମ୍ବାଦିକ ସାମିଲ ହୋଇଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଗୋଲାମୁଣ୍ଡା ବ୍ଲକ ସମସ୍ତ ସାମ୍ବାଦିକ ପରିଚାଳନା କରିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ
ଧର୍ମଗଡ଼ ରୁ ହେମନ୍ତ କୁମାର ମାଝିଙ୍କ ରିପୋ

Leave a Reply

Your email address will not be published. Required fields are marked *