
ତା. 12.11.24 ରିଖ ରେ ବଲାଙ୍ଗୀର ଜିଲ୍ଲା ଅlଗଲପୁରବ୍ଲକ ଝାରନୀପାଲି ଗ୍ରାମ ପଂଚାୟତ ଜନଫରେନସ ହଲ ଠାରେ କୃଷି ଓ କୃଷକ ସଶକ୍ତ ଓଡିଶା ସରକାର ତରଫରୁ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ ) ଜରିଆରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସୂତି ସମ୍ୱନ୍ଧୀୟ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ଅଣ. ଧାନ ଫସଲ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା.ମୁଖ୍ୟ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଶ୍ରୀ ଆଶିଷ କୁମାର ପାଣିଗ୍ରାହୀ. ଉଦ୍ୟାନ କୃଷି ଅଧିକାରୀ ଶ୍ରାବଣି ମହାପାତ୍ର AAO ଦେବପ୍ରିୟ ପଣ୍ଡା. AO ପ୍ରତିମା ରାଉତରାୟ. ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ଶ୍ରୀ ପ୍ରଶାନ୍ତ ନାୟକ. FES ରିଶୋଷ ପାର୍ସନ ମହେନ୍ଦ୍ର ପଧାନ କୃଷିସାଥି ଅଚ୍ୟୁତ କୁମ୍ଭାର ଉପସ୍ଥିତ ରହିଥିଲେ.
କାର୍ଯ୍ୟକ୍ରମ କୁ ଗ୍ରାମ ରୁ 6 ଟି ସ୍ୱୟଂ ସହାୟକ ଦଳ ଅଂଶଗ୍ରହଣ କରି ଅଣ -ଧାନ ରେ ଡାଲି ଜାତୀୟ ଫସଲ ରୁ ଖାଦ୍ୟ ପ୍ରସ୍ତୁତି କରିଥିଲେ !
ଉକ୍ତ ଖାଦ୍ୟ କୁ ଅତିଥି ମାନେ ଖାଦ୍ୟ ର ସ୍ୱାସ୍ଥ୍ୟ. ପାରିଛନତା. ବିଷ ମୁକ୍ତଖାଦ୍ୟ ଉପରେ ଅନୁଧ୍ୟାନ କରି ପ୍ରଥମ.ଦୁତୀୟ ଓ ତୃତୀୟ ହିସାବରେ ମନୋନୀତ କରିଥିଲେ ଓ ମନୋନୀତ ଦଳ କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରଯାଇଥିଲା.
କାର୍ଯ୍ୟକ୍ରମ କୁ ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ଅଭିଜିତ ମିଶ୍ର.ପ୍ରହଲ୍ଲାଦ ପଧାନ. ନମିତା ପଧାନ ଓ ସୁଭଦ୍ରା ମହାଳିଙ୍ଗ ପ୍ରମୁଖ ସହଯୋଗ କରିଥିଲେ.l