ଜାତୀୟ ମୁଦ୍ରଣ ଦିବସ ✍️National Press Day👍Nov: 16

ମହାନ ଭାରତ ଦେଶ ଗଣତନ୍ତ୍ରଆଇନ ଧାରା ସୁନ୍ଦର,ଚାରିଗୋଟି ସ୍ତମ୍ବ ଟେକି ଧରିଛନ୍ତିଗଣତନ୍ତ୍ର’ର ମନ୍ଦିର । ବିଚାର ଶାସକ ଓ ବ୍ଯବସ୍ଥାପକଆଇନରେ ପଞ୍ଜିକୃତ,ସାମ୍ବାଦିକତା…

ସଂକ୍ରାନ୍ତି ବିଶେଷ 🌹 ((ବିଛା ସଂକ୍ରାନ୍ତି)

ବର୍ଷାଦ୍ଯ ବୈଶାଖ ବିଷୁବ ସଂକ୍ରାନ୍ତିପୂଜା ବୀର ହନୁମାନ,ଜ୍ଯେଷ୍ଠ ସଂକ୍ରାନ୍ତିରେ ପୁତ୍ର-ପୁତ୍ରୀ ବ୍ରତଧର୍ମରାଜ ଆରାଧନ ।🙏 ଆଷାଢ଼ ସଂକ୍ରାନ୍ତି ରଜ-ପର୍ବ ଆମ୍ଭଧରିତ୍ରୀ-ମାତା ପୂଜନ,ଶ୍ରାବଣ…

ପ୍ରଥମାଷ୍ଟମୀ

ଏ ଜ୍ୟେଷ୍ଠ ସନ୍ତାନ ନବ ବସ୍ତ୍ରଧାନଠାକୁର କରି ଦର୍ଶନଶୁଭ ଆଶିର୍ବାଦ ଦେଇ ଗୁରୁଜନମଙ୍ଗଳ କାମନା ଦିନ।ଏଇ ଦିବସରେ ହଳଦୀ ପତରେକରନ୍ତି ଏଣ୍ଡରୀ…

🙏🏻ରାମ ନାମ ରସାମୃତ 🙏🏻

ରାମ ନାମ ମହିମାଅସରନ୍ତି ପରିସୀମାବର୍ଣ୍ଣି ନ ପାରଇ କେହିଅକଳନ୍ତି ଉପମା ——-1ମଦାର୍ଯାପୁରୁଷ ପ୍ରଭୁସତ୍ଯ ଅବତାରିଦୁଷ୍ଟ କଳୁଷ ନାଶକଦୀନ ଦଇତ୍ଯାରି——-2ପିତୃ ସତ୍ଯ ପାଳକମାତୃ…

ଅସଲି ଭାରତୀୟ…..

ଗାନ୍ଧୀ ଭୀମ ବିଲେ ନିଜେ ନଖାଇଣଆମକୁ ଦେଇଣ ଗଲେଭଲ ପାଠପଢି ସାହେବ ହୋଇଣକଅଣ ଦେଶକୁ ଦେଲେ…… 1 ନିଜ ଜୀବନକୁ ତିଳ…

ସମୟ ବଳବାନ

ହଜିତ ଗଲାଣି ଲଙ୍ଗଳ ଜୁଆଳିଭୁଲିଲେଣି ଚାଷ ବାସବଳଦ ରାଇଜେ ଉଭେଇ ଗଲେଣିଦେଖ ଷଣ୍ଢଙ୍କର ହସ……. 1 ବଳଦ ପରିକା ମଣିଷ ହେଲେଣିଘରେ…

ବିଶ୍ବ ମଧୁମେହ ରୋଗ ଦିବସ World Diabetes Day✍️14th Nov.

ମାନବ ଜୀବନ ଅତୀବ ଦୁର୍ଲଭସ୍ବାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ,ରାଜ୍ୟ’ଠାରୁ କେନ୍ଦ୍ର ଶୁଭଦୃଷ୍ଟି ପରେବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ମାନବ ଶରୀର ରୋଗ-ବ୍ଯାଧିପୂର୍ଣ୍ଣଅସତର୍କତାର ଫଳ,ମଧୁମେହ…

ବିଶ୍ବ ଦୟା ପ୍ରଦର୍ଶନ ଦିବସ 🙏 13th: Nov.:: World Kindness Day

ସତ୍ୟ ଶାନ୍ତି ଦୟା କ୍ଷମା ଓ ଅହିଂସାଥାଏ ଯା’ର ଆଚରଣ,ପୁଣ୍ୟ ପବିତ୍ର’ର ଆତ୍ମା ସେହି ଜନଦେବତା ସାଥେ ସମାନ । ଜୀବ…

ଶୁଭ ପ୍ରଥମାଷ୍ଟମୀ

ଉତ୍କଳ ସଂସ୍କୃତି ପଢ଼ୁଆଁ ଅଷ୍ଟମୀଶୁଭ ମାସ ମାର୍ଗଶିର,ଜ୍ୟେଷ୍ଠ ପୁତ୍ର-କନ୍ୟା ନବ-ବସ୍ତ୍ର ପିନ୍ଧିବନ୍ଦାପନା’ରେ ଆଦର । ମାମୁଁ ଘରୁ ଆସେ ନବ-ବସ୍ତ୍ର ସାଥେମିଠେଇ…

ବିଶ୍ଵ ନିମୋନିଆ ଦିବସ 😪 World Pneumonia Day 🌹 ୧୨ : ନଭେମ୍ବର /12th: Nov.

ନିରାମୟ ସ୍ଵାସ୍ଥ୍ୟ ସୌଷ୍ଠବ ଶରୀରଐଶରିକ ବରଦାନ,ପ୍ରଭୁ ପାଦେ ଲୟ ଅଧ୍ୟାତ୍ମ୍ୟ ଜୀବନମାନବୀୟ ଶ୍ରେଷ୍ଠ ଗୁଣ । କର୍ମ ଶ୍ରମ ସାଥେ ଯୋଗ…