ବାରିପଦା/ରାଇରଙ୍ଗପୁର(କ: ବ୍ଯୁ)ତା୧୯/୦୬/୨୦୨୬ମୟୂରଭଞ୍ଜର ପାହାଡପୁର ଗ୍ରାମ ଗସ୍ତ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜର ରାଇରଙ୍ଗପୁରରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ…
Category: ଜାତୀୟ
କଣ୍ଟ୍ରୋଲ୍ ରୁମ୍ରୁ ରଖାଯିବ କଡ଼ା ନଜର, ଗୁଣ୍ଡିଚା ମନ୍ଦିରରେ ହେବ ଓ୍ବାନ୍ ଓ୍ବେ ଧାଡ଼ି ବ୍ୟବସ୍ଥା
ପୁରୀ ୧୯।୬ (କ ବ୍ୟୁ) : ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଅଘଟଣ ମୁକ୍ତ କରିବା ପାଇଁ ପୁରୀ ଜିଲ୍ଲା ଓ…
ଏମଏସଡିଇର ନ୍ୟାଶନାଲ ଗ୍ରେଡିଂ ୨୦୨୬-୨୭ରେ ଡାଲମିଆ ଇଣ୍ଡଷ୍ଟ୍ରିଆଲ ଟ୍ରେନିଙ୍ଗ ଇନ୍ଷ୍ଟିଚ୍ୟୁଟ, ରାଜଗାଙ୍ଗପୁରକୁ ମିଳିଛି ଭାରତର ଏକ ନମ୍ବର ବେସରକାରୀ ଆଇଟିଆଇର ମାନ୍ୟତା , ଭାରତର ମୋଟ ୧୪୬୧୭ଟି ସରକାରୀ ଓ ବେସରକାରୀ ଆଇଟିଆଇ ମଧ୍ୟରେ ୨ୟ ସ୍ଥାନ ହାସଲ କରିଛି।
ରାଜଗାଙ୍ଗପୁର , (କ.ବ୍ୟୁ) ୧୨ ଜୁନ ୨୦୨୬: ଭାରତର ଅନ୍ୟତମ ପ୍ରମୁଖ ସିମେଂଟ କମ୍ପାନୀ ଡାଲମିଆ ସିମେଂଟ (ଭାରତ) ଲିମିଟେଡ ଏହା…
ରଥଯାତ୍ରା-୨୦୨୭ ପୂର୍ବରୁ ପୁରୀ ରେଳ ଷ୍ଟେସନ ଉନ୍ନୟନ ପ୍ରକଳ୍ପ ଶେଷ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
ପୁରୀ, ୧୩ ଜୁନ(କ ବ୍ୟୁ): ଓଡ଼ିଶାର ରାଜ୍ୟପାଳ ଡ଼ଃ କମ୍ଭମ୍ପତି ହରି ବାବୁ ଶନିବାର ପୁରୀ ରେଳ ଷ୍ଟେସନ ଉନ୍ନୟନ ପ୍ରକଳ୍ପର…
ପୁରୀଠାରେ ଜୁନ୍ ୦୩–୦୫ ମଧ୍ୟରେ ଅନୁଷ୍ଠିତ ହେଉଛି ବ୍ରିକ୍ସ୍ ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ
ନୂଆଦିଲ୍ଲୀ/ପୁରୀ, ଜୁନ୍ ୩ (କ ବ୍ୟୁ):ଭାରତର ବ୍ରିକ୍ସ୍ ୨୦୨୬ ଅଧ୍ୟକ୍ଷତା ଅଧୀନରେ ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ)…
ଜାତୀୟ ବିପଦ ମୁକାବିଲା ବାହିନୀ (NDRF) କୁ ଗରିମାମୟ “President’s Colour Award” ପ୍ରଦାନ
କଟକ ( କ ବ୍ୟୁ ) : ଭାରତର କେନ୍ଦ୍ରୀୟ ଗୃହମନ୍ତ୍ରୀ Amit Shah ଗାଜିଆବାଦର କମଳା ନେହରୁ ନଗର ସ୍ଥିତ…
ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରକଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ
ପ୍ରଧାନମନ୍ତ୍ରୀଶ୍ରୀନରେନ୍ଦ୍ରମୋଦୀଙ୍କଦୂରଦୃଷ୍ଟିପୂର୍ଣ୍ଣନେତୃତ୍ୱରେଆର୍ଥିକସହଭାଗୀତାଏବଂସୁଯୋଗରଏକନୂତନଯୁଗକୁଆଗକୁବଢାଇଐତିହାସିକମୁକ୍ତବାଣିଜ୍ୟଚୁକ୍ତିନାମାସ୍ୱାକ୍ଷରକଲେ ଭାରତଓନ୍ୟୁଜିଲ୍ୟାଣ୍ଡ ଭାରତ–ନ୍ୟୁଜିଲ୍ୟାଣ୍ଡଏଫଟିଏ “ଗୋଟିଏ ପିଢ଼ିରେଥରେ’’ସୁଯୋଗଖୋଲିଛି, ଦ୍ୱିପାକ୍ଷିକସମ୍ପର୍କରେନୂତନଅଧ୍ୟାୟଆରମ୍ଭକରିଛି: ନ୍ୟୁଜିଲ୍ୟାଣ୍ଡରବାଣିଜ୍ୟଓନିବେଶମନ୍ତ୍ରୀଟଡ୍ମ୍ୟାକକ୍ଲେ ବିକଶିତ ଭାରତ୨୦୪୭ ପାଇଁନୂତନପିଢ଼ିରବାଣିଜ୍ୟଚୁକ୍ତିଶୁଳ୍କ, ପ୍ରତିଭା, ନିବେଶଓକୃଷିଉତ୍ପାଦକତାକୁସାମିଲକରି, ଯୁବପିଢ଼ି, କୃଷକ, ମହିଳା, କାରିଗର,…
୯ ଏପ୍ରିଲରୁ ବିଭିନ୍ନ ରିଫାଇନାରୀ ଦ୍ୱାରା ରାସାୟନିକ ଓ ଫାର୍ମା ଶିଳ୍ପକୁ ୭୦୦୦ ଏମଟିରୁ ଅଧିକ ପ୍ରୋପିଲିନ୍ ବିକ୍ରି
୩ ଏପ୍ରିଲ ପରଠାରୁ ୧.୩୮ ଲକ୍ଷରୁ ଅଧିକ ୫ କିଲୋଗ୍ରାମ ଏଫଟିଏଲ୍ ସିଲିଣ୍ଡର ବିକ୍ରି ଏହି ଅଞ୍ଚଳର ସମସ୍ତ ଭାରତୀୟ ନାବିକ…
‘ମନ କି ବାତ’ର ୧୩୩ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ନୂଆଦିଲ୍ଲୀ : ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ର ଆଉ ଗୋଟିଏ ଅଧ୍ୟାୟରେ ଆପଣମାନଙ୍କ ସହିତ ଯୋଡ଼ିହୋଇ…
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-III (ପିଏମଜିଏସଓ୍ବାଇ-III)କୁ ମାର୍ଚ୍ଚ ୨୦୨୫ରୁ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-III (ପିଏମଜିଏସଓ୍ବାଇ-III)କୁ…