ମାଁ ରାମଚଣ୍ଡୀ ପୂଜା କମିଟି ଦ୍ୱାରା ରାଜ୍ୟପାଳ ଶ୍ରୀ ରଘୁବର ଦାସ ଙ୍କୁ ନିମନ୍ତ୍ରଣ l

ଛତ୍ରପୁର : ୨୩.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଆସନ୍ତା ନୂତନ ବର୍ଷର ଫେବୃଆରୀ-୧୬ ରୁ ୧୮, ୨୦୨୫ ରେ ମାଁ ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ର ଦ୍ୱିତୀୟ ବାର୍ଷିକ ଉତ୍ସବରେ ହବାକୁ ଥିବା ବିଶାଳ ସାଧୁ ସମ୍ମେଳନୀ ଓ ଗଞ୍ଜାମ ଜିଲ୍ଲା ସ୍ତରୀୟ ପାଲ୍ଲା ସମ୍ମେଳନୀ ରେ ମୁଖ୍ୟଅତିଥି ରୂପେ ଯୋଗଦେବାକୁ ମାଁ ରାମଚଣ୍ଡୀ ମନ୍ଦିର ତରଫରୁ ପୂଜା କମିଟିର ଉପଦେଷ୍ଟା ଶ୍ରୀ ଆନନ୍ଦ ମହାରଣା ଓ ଶ୍ରୀ ଅଜିତ ସାହୁ (ଜଗନ୍ନାଥପୁର), ଶ୍ରୀ ରାମଚନ୍ଦ୍ର ସାହୁ (ପୁରୁଷୋତ୍ତମପୁର), ଶ୍ରୀ ସୁବ୍ରତ ଭଦ୍ର (ବାରିପଦା) ଉପସ୍ଥିତ ରହି ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଙ୍କୁ ନିମନ୍ତ୍ରିତ କରାଯାଇଛି । ଏବଂ ମନ୍ଦିର ତରଫରୁ ଏକ ସ୍ୱତନ୍ତ୍ର ଭିଡିଓ କ୍ଲିପ ମାଧ୍ୟମରେ ସମ୍ପୂର୍ଣ ତଥ୍ୟ ବିଷୟରେ ରାଜ୍ୟପାଳ ମହୋଦୟ ଙ୍କୁ ଅବଗତ କରାଜାଇଥିଲା l ସେ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି ମନ୍ଦିର କମିଟି କୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *