କୋରାପୁଟ: କଂଗ୍ରେସ ର ବିଜୟୀ ସଭା ଯାତ୍ରା

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ରୁ ସୁନାମ ହନ୍ତାଳ ଙ୍କ ରିପୋର୍ଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ରେ ନୂତନ ନିର୍ବାଚିତ ପଟ୍ଟାଙ୍ଗି ବିଧାୟକ, ରାମଚନ୍ଦ୍ର କାଡାମ ଗଙ୍ଗା ମା ମନ୍ଦିର ପୂଜା ଅର୍ଚନା ପରେ ,ପଟ୍ଟାଙ୍ଗି ସହର ,ଦୋକାନ, ବଜାର, ଏବଂ ଘରେ ଘରେ ବିଜୟ ସ୍ୱାଗତ ସମର୍ଦ୍ଧନା ଜଣାଇ ଥିଲେ, ଓ ଗାଙ୍ଗରାଜ ପୁର ପଂଚାୟତ, ରାଲେ ଗଡା, ଶୁଙ୍କି, ବୁଲି ବୁଲି ଯାତ୍ରା କରି କଂଗ୍ରେସ ବିଜୟର ବାନା ଉଡାଇ ଛନ୍ତି,2014,ଏବଂ 2019 ପରାଜୟ ହୋଇ 2024 ରେ ବିଜେଡି ଟକର ଦେଇ ବିଜୟ ହାସଲ କରି ଛନ୍ତି, 24 ବର୍ଷର ବିଜେଡି ସରକାର ଉର୍ନତି କାର୍ଯ୍ୟର ଅବହେଳିତ ଓ ଦୁର୍ନୀତି କୁ ନେଇ ପଟ୍ଟାଙ୍ଗି ନିର୍ବାଚନର ଜନ ସାଧାରଣ ପାଁଇ ବିଧାନସଭା ରେ ଦାବି ଉପସ୍ଥାପନା କରିବା ସହ ସଂଗ୍ରାମ ଜାରି ରହିବ ବୋଲି ବିଧାୟକ ରାମ ଚନ୍ଦ୍ର କହିଛନ୍ତି, ଏବଂ ଉକ୍ତ ବିଜୟ ସଭା ଯାତ୍ରାରେ କଂଗ୍ରେସ ବ୍ଲକ ସଭାପତି, ଅର୍ଜୁନ ବାଙ୍କା, ପୂର୍ବତନ, ସେମିଲିଗୁଡା ବ୍ଲକ ଅଧ୍ୟକ୍ଷ,ଏସ,ନାରାୟଣ ରାଓ,ପୂର୍ବତନ, ବ୍ଲକ ଅଧ୍ୟକ୍ଷା, ବିମଳା ପାଙ୍ଗି, ସେମିଲିଗୁଡା, ବ୍ଲକ ସଭାପତି, ସାନିୟା ମାଝୀ, ଓ ସରପଞ୍ଚ, ସମିତି ମେମ୍ବର, ସହ ବହୁ କଂଗ୍ରେସ କର୍ମୀ ପ୍ରମୁଖ ଯୋଗ ଦେଇ ଥିଲେ,

Leave a Reply

Your email address will not be published. Required fields are marked *