କଟକ : ସହରର ବିଭିନ୍ନ ଗଳିକନ୍ଦୀ ରେ ଇଲେକ୍ଟ୍ରି ଖୁଣ୍ଟିରେ ବିଦ୍ୟୁତ ତାର ଝୁଲି ରହିଛି,ପୁରୁଣା ଟ୍ରାନ୍ସଫର୍ମର ଯୋଗୁ ଲୋଡ଼ ନ ନେବା, 11କେଭି ବିଦ୍ୟୁତ ତାର ଗୁଡିକୁ ସୁରକ୍ଷିତ ଭାବରେ ସଂଯୋଗ କରିବା ଇତ୍ୟାଦି ଅଭିଯୋଗ ନେଇ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ TPCODL ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ..