
ପୁରୀ , ( କ ବ୍ୟୁ )( ବଳରାମ ତ୍ରିପାଠି),: ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗ। ୪ଦିନ ଧରି କ୍ରମାନ୍ୱୟରେ ରତ୍ନଭଣ୍ଡାରର ଗଣତି ହୋଇପାରେ। ୮ ତାରିଖରୁ ରତ୍ନଭଣ୍ଡାରର ବାହାର ଭଣ୍ଡାରର ଗଣତି ମଣତି କାର୍ଯ୍ୟ କରାଯିବ। ୪ଦିନ ଧରି କ୍ରମାନ୍ୱୟରେ ରତ୍ନଭଣ୍ଡାରର ଗଣତି ହୋଇପାରେ। ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଗଣତି କରାଯିବ। ତାସହ ଶନିବାର ମଧ୍ୟ ଗଣତି କାର୍ଯ୍ୟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି।