

ରାଜଗାଙ୍ଗପୁର :- ୯ ଫେବୃଆରି ୨୦୨୬ ସୋମବାର ଦିନ ରାଜଗାଙ୍ଗପୁର ପୋଲିସ ଚୋରୀ ମାମଲାରେ ବଡ଼ ସଫଳତା ହାସଲ କରିଛି, ପୁଲିସ ବିଭିନ୍ନ ଅଞ୍ଚଳରେ ଚଢଉ କରି ଅଭିଯୁକ୍ତ ସହ ନଗଦ ଟଙ୍କା ୫୫,୦୦୦/- ଓ ଗୋଟିଏ ଜୋଡ଼ା ସୁନା କାନଫୁଲ ଏବଂ ଦୁଇଟି ମୋବାଇଲ ଫୋନ୍ ଉଦ୍ଧାର କରିଛି ଓ ରାଜଗାଙ୍ଗପୁର ଥାନାରେ କେସ୍ ସଂଖ୍ୟା – 85, ତା. 09.02.2016, ଧାରା 331(1)/305(a) ବିଏନଏସ ଅବୁଯାୟୀ ମାମଲା ରୁଜୁ କରି , ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ଯଥାବିଧି ଆଦାଳତକୁ ପେଶ କରାଯାଇଛି।