“ମୟୂରଭଞ୍ଜ ଜିଲ୍ଲା କପ୍ତିପଦା-ଉଦଳା ଉପ ଖଣ୍ଡର ବୃଦ୍ଧ ବୃଦ୍ଧାମାନେ ମୁଖ୍ୟ ପର୍ବପର୍ବାଣୀ ରେ ଭତ୍ତାରୁ ବଞ୍ଚିତ କାହଁକି ?”

ବାରିପଦା-ଉଦଳା(କ:ବ୍ଯୁ)ତା୨୩\୧୦\୨୫ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନ୍ ଏ ସି ତଥା ଜିଲ୍ଲା ର ସରକାରୀ କର୍ମଚାରୀ ମାନଙ୍କୁ ଦୁର୍ଗାପୂଜା ଉଲଲକ୍ଷେ ସରକାର ଆଗୁଆ ଦରମା
ପ୍ରଦାନ କରିପାରୁଥିବା ବେଳେ ଉଦଳା ଏନ୍ ଏ ସି ତଥା ଉପଖଣ୍ଡସ୍ଥ ବୃଦ୍ଧ ବୃଦ୍ଧା ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରୁ ବଞ୍ଚିତ କରାଯାଇ ଥିବାରୁ ବାର୍ଦ୍ଧକ୍ୟ ଭତ୍ତା ହିତାଧୀକାରୀଙ୍କ ମଧ୍ଯରେ ନୈରାସ୍ଯ ଦେଖାଦେଇଥିବା
ସାଧାରଣ ସୂତ୍ରରୁ ପ୍ରକାଶ।
ଏଥିପାଇଁ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ସାଧାରଣରେ ଦାବୀ ହେଉଅଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *