ଶ୍ରୀ ଶ୍ରୀ ଗଣେଶ ପୂଜା କମିଟି, ବଜରଙ୍ଗ ଆଖାଡ଼ାର 91ତମ ବାର୍ଷିକୀ ଉତ୍ସବ ପାଳିତ

ରାଜଗାଙ୍ଗପୁର/Dt. 27/04/2025 – ଶ୍ରୀ ଶ୍ରୀ ଗଣେଶ ପୂଜା କମିଟି, ବଜରଙ୍ଗ ଆଖାଡ଼ା ର 91ତମ ବାର୍ଷିକୀ ଉତ୍ସବ ବୁଧବାର ସଂଧ୍ୟା ରାଜଗଙ୍ଗପୁର ସ୍ଥିତ ଗୋପୀନାଥ ଗଲିରେ ପାଳନ କରାଯାଇଥିଲା । ଏହି ଅବସରରେ ଗୋପୀନାଥ ଗଲି ବାସିନ୍ଦା 95 ବର୍ଷିୟ ହରିରାମ ଅଗ୍ରୱାଲଙ୍କୁ ପୂଜା ପେଣ୍ଡାଳ ରେ ନିମନ୍ତ୍ରଣ କରାଯାଇଥିଲା ଏବଂ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ତାଙ୍କ ଦ୍ଵାରା ଶ୍ରୀ ଶ୍ରୀ ଗଣେଶ ପୂଜା ମହୋତ୍ସବର ଶୁଭାରମ୍ଭ କରାଗଲା ଏହି ଅବସରରେ ରାଜେଶ ସୁଲତାନିଆ, ଅଜୟ, ନରେଶ, ଦୀନେଶ ଚୌଧୁରୀ, ରାଜକୁମାର ରାଜେଶ, ମନୋଜ, ଅଜୟ, ରାକେଶ ଶର୍ମା, ପ୍ରକାଶ ପରମେଶ୍ୱର ସୁଲତାନା, ପ୍ରଦୀପ ତୁଲସିଆନ, ନୀରଜ, ଅଭିଷେକ, ଅନିଲ, ବ୍ରଜେଶ, ବିଜୟ, କାନହାଇ, ମନୀଷ, ମୋନା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସର ରେ ସାମ୍ବାଦିକ ରାଜେଶ ଡାହିମା, ଆଶିଷ ସତପତି , ଗୌତମ ମିଶ୍ର, ରାଜା ଖାନ ପ୍ରମୁଖଙ୍କ କୁ ଉପଦୌଡ଼କନ ପ୍ରଦାନ କରି ସମ୍ମାନିତ କରା ଯାଇଥିଲା ।

ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର,

Leave a Reply

Your email address will not be published. Required fields are marked *