ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଯୁଗ୍ମ ଅଭିଯୋଗ ଶୁଣାଣି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ନନ୍ଦାହାଣ୍ଡି ବ୍ଲକ ପଂଚାୟତ ସମିତି ଡଙ୍ଗର ଭେଜା ସମିତି ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି ଏଥିରେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ପିଡ଼ି ଡି ଆର ଡି ଏ ବିରଞ୍ଚି ନାରାୟଣ ଦରୱାନ ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ତହସିଲଦାର ଚନ୍ଦ୍ରଦାସ ମହାନ୍ଦନିଆ ଓ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି୨୫ଗୋଟି ଅଭିଯୋଗ ଶୁଣାଣି କରିଥିଲେ ଏଥିରେ ୧୯ ଗୋଟି ବ୍ୟକ୍ତିଗତ ୬ଗୋଟି ସଂଘବଢ ଗ୍ରାମ ସମସ୍ୟା ଯଥା ରାସ୍ତା ଡ୍ରେନ ଅଧିକାଂଶ ପାନୀୟଜଳ ସମସ୍ୟା ସେହିପରି ଜଗନ୍ନାଥ ପୁର ଓଁକାର ସ୍ୱର ମନ୍ଦିର ପାଇଁ ବିଦୂତ ନଳକୂପ ମେଡ଼ିକାଲ ଷ୍ଟାପ କୁଆଟେର ମରାମତି କରିବା ଡଙ୍ଗର ଭେଜା ରେ ନେସନାଲ ବ୍ୟାଙ୍କ ଖୋଲିବା ଗ୍ରାମର ପାନୀୟ ଜଳ ଯୋଗାଣ କରାଇବା ମେଣ୍ଟ୍ରିରୁ ପାଠ ପଢା ଋଣ ପାଇଁ ଝିଅ ଟିଏ ଆସିଥିଲେ ଏକମ୍ବ।ଠାରେ ଚାଲିଥିବା।ମେଡ଼ିକାଲ ଲେବର ଗୃହ୪ରୁ ଉର୍ଦ୍ଧ୍ବ ହେଲାଣି କାମ ସରୁ ନ ଥିବା ଅଭିଯୋଗ ବୃନ୍ଦାବନ ତ୍ରିପାଠୀ ଆଣିଥିଲେ ଅନ୍ୟାନ୍ୟ ତିନ ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ ଜିଲ୍ଲାପାଳ ପ୍ରଦାନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରିୟ ଅଧିକାରୀ ପିଏ ଆଇ ଟି ଡି ଏ ରାଜୀବ କୁମାର ସାହୁ ଅବକାରୀ ନିରୀକ୍ଷକ ଦିଲୀପ କୁମାର ରଥ ଡି ଡବୁ ଓ ପଲକା ରବୀନ୍ଦ୍ର ଡି ଇ ଓ ଛତ୍ରପତି ସାହୁ ସିଡ଼ି ଅମ ସନ୍ତାଷ କୁମାର ପଣ୍ଡା ସମସ୍ତ ବ୍ଳକ ଓ ଜିଲ୍ଲା ଅଧିକାରୀ ସହ ଅଭିଯୋଗ ପ୍ରକୋଷ୍ଠ ଫିରଜ ନାୟକ ଙ୍କୁ ସହଯୋଗ କରିଥିଲେ. ବ୍ଲକର ଏଇ ଗୋବିନ୍ଦ କୁମାର କହର. ସିପି ନବୀନ ନାୟକ.ଲକ୍ଷଣ କୁମାର ମାଝୀ ଏମ ରାଜଶେଖର ଡି ଇଶ୍ଵର ରାଓ ଏଠାରେ ଶାନ୍ତି ସୁଙ୍ଖଳା ରକ୍ଷା କରିବା ପାଇଁ ଡଙ୍ଗର ଭେଜା ଫାଣ୍ଡି ଅଧିକାରୀ ଗୁଣନିଧି ବାଗ ଓ ତାଙ୍କ ଟିମ ରହିଥିଲେ

Leave a Reply

Your email address will not be published. Required fields are marked *