


ଛତିଆ 11/10 :ଯାଜପୁର ଜିଲ୍ଲା ଗ୍ରାମାଞ୍ଚଳ କ୍ରିକେଟ ବଡ଼ଚଣା ବ୍ଲକ ଛତିଆ ପଂଚାୟତ ପ୍ରଶିଦ୍ଧ ଅମରାବତୀ cricket ground ରେ ଆଠଟି ଦଳକୁ ନେଇ p c c cup ନାମରେ ଏକ ଗ୍ରାମାଞ୍ଚଳ cricket ଟୁର୍ନାମେଣ୍ଟ 8 ରୁ11 ତାରିଖ ଅନୁଷ୍ଠିତ ହୋଇଯାଇଛି . ଫାଇନାଲ ରେ ପିସିସି ଯାଜପୁର ଟିମ ମାରୁତି cricket କ୍ଲବ khankira ଢେଙ୍କାନାଳ କୁ 6 wicket ରେ ହରାଇ ଚମ୍ପିୟାନ ହୋଇଛି ଟସ ଜିତି ଢେଙ୍କାନାଳ ଦଳ ନିର୍ଧାରିତ 18 over ରେ ସମସ୍ତ wicket ହରାଇ 175 ରନ ସଂଗ୍ରହ କରିଥଲା pcc ସମୁଖ ରେ 176run ର ବିଜୟ ଲକ୍ଷ୍ୟ ରଖିଥଲଲ ଜବାବ ରେ ପିସିସି ଯାଜପୁର run କୁ ପିଛା କରିବାକୁ ଯାଇ ଚନ୍ଦନ ରାଉଳ ଙ୍କ 41 ବଲ 76 run ରେ 4 wicket ହରାଇ6wicket ରେ ବିଜୟୀ ହୋଇ ପ୍ରଥମ PCC CUP ହାତେଇ ଥିଲା । ଚନ୍ଦନ ରାଉଳ ଙ୍କୁ man of the mach ମିଳିଥିଲା ବେଳେ ଢେଙ୍କାନାଳ ଦଳ ର ଚନ୍ଦନ ମହାପାତ୍ର ଙ୍କୁ ପୁରା ଟୁର୍ନାମେଣ୍ଟ ର ଶ୍ରେଷ୍ଠ ଖେଳାଳି ଭାବେ ମୁଖ୍ୟ ଅତିଥି ଯାଜପୁର ଜିଲ୍ଲା ବିଜେପି ସାଧାରଣ ସଂପାଦକ ବିକାଶ ମହାପାତ୍ର ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ. ସଂମାନଂୟୀ ଅତିଥି ଭାବେ
ଇଂଜିନୟର ତୁଷାର ପଣ୍ଡା ନୀଳମଣି ରାଉତ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳ କୁ cup ପ୍ରଦାନ କରିବା ସହ ଖେଳାଳି ମାନଙ୍କୁ ସମ୍ଭର୍ଦ୍ଧିତ କରଥିଲେ.ଉକ୍ତ ଟୁର୍ନାମେଣ୍ଟ ରେ ପାଟଣା କ୍ରିକେଟ କ୍ଲବ ର ସମସ୍ତ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ.