ଧର୍ମାନୁରାଗି ନିତିନିଷ୍ଟା ମହିଳାଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

ଚଣ୍ଡିଖୋଲ ୧୬/୮(କବ୍ୟୁ) : ବଡଚଣା ବ୍ଲକ୍ ଅନ୍ତର୍ଗତ ଉପୁଳା ଗ୍ରାମର ସ୍ବର୍ଗତ ଶ୍ରୀଧର ଲେଙ୍କା ଙ୍କ ଧର୍ମପତ୍ନୀ ସ୍ବର୍ଗତା ସରସ୍ଵତୀ ଦେଵୀ ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ଚାରଣ ସଭା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ବସନ୍ତ କୁମାର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଡଚଣା ପଞ୍ଚାୟତ ସମିତି ପ୍ରାକ୍ତନ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ରାଉତ,ପ୍ରାଧ୍ୟାପକ ମନୋଜ କୁମାର ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଢିଆରୀ, ବୈକୁଣ୍ଠ ନାଥ ରାଉତ, କ୍ଷୀରୋଦ ଚନ୍ଦ୍ର ସାହାଣୀ,ସମାଜସେବୀ ଦୀପକ୍ କୁମାର ମିଶ୍ର, ଇଞ୍ଜିନିୟର ମୋନାଲିସା ପ୍ରିୟଦର୍ଶିନୀ, ସମାଜ ସେବୀ ଅକ୍ଷୟ କୁମାର ଲେଙ୍କା,ଅଜୟ କୁମାର ମହାନ୍ତି,ଅଧ୍ୟାପକ ଅରୁଣ କୁମାର ନାୟକ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ବଳରାମ ରଣା, ଯୁବ ସମାଜସେବା ଅନିଲ କୁମାର ଦାସ, ହୋଲି ଜେଶସ ପବ୍ଲିକ ସ୍କୁଲ ଅଧ୍ୟକ୍ଷା କାମିନୀ ନାୟକ, କେଶବ ଚନ୍ଦ୍ର ସାମଲ, ଅନନ୍ତ କିଶୋର ମାହାଲା, ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ବାଳ,ପ୍ରାକ୍ତନ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ମିଶ୍ର,ଅଧ୍ୟାପକ ବିଜୟ କୁମାର ସାମଲ,ପ୍ରାଧ୍ୟାପକ ରମେଶ ଚନ୍ଦ୍ର ରାଉତ, ପୁର୍ବତନ ଅଧ୍ୟକ୍ଷ ତପନ କୁମାର ମିଶ୍ର,ପ୍ରାଧ୍ୟାପକ ଆରତୀ ଶତପଥି, ପ୍ରଧ୍ୟାପକ ତ୍ରିଲୋଚନ ରାଉତ,ପ୍ରାଧ୍ୟାପକ ଅରବିନ୍ଦ କୁମାର ମହାନ୍ତି,ପ୍ରାକ୍ତନ ଅଧ୍ୟକ୍ଷ ଜୟନ୍ତ କୁମାର ସାହୁ,ଅଧ୍ୟାପକ ଚତୁର୍ଭୁଜ ବେହେରା,ଅଧ୍ୟାପକ ରମେଶ ଚନ୍ଦ୍ର ନାୟକ, ସୁବ୍ରତ ସାହୁ, ସଲିଳ ରାଜ ନନ୍ଦନ ମହାନ୍ତି, ବିଜୟ କେତନ ସାମଲ, ଧରଣୀଧର ମହାରଣା, ଡ ଦିଲ୍ଲୀପ କୁମାର ନାୟକ, ସୁଶାନ୍ତ କୁମାର ସାମଲ, ଅମିୟ କୁମାର ଜେନା, ପବିତ୍ର ମୋହନ ଜେନା, ଆଡଭୋକେଟ ଦେବରାଜ ବେହେରା, ଶଶାଙ୍କ ଶେଖର ଶତପଥୀ, ଜ୍ୟୋତି ରଂଜନ ମହାପାତ୍ର , ଦେବଦତ୍ତ ବଳିଆର ସିଂହ, ମଳୟ ରଂଜନ କର, ଉତ୍କଳ ପ୍ରଧାନ, ତ୍ରୈଲୋକ୍ୟ ନାଥ ନାୟକ, ଜାତୀୟ ମାନବାଧିକାର କମିଶନ ଜିଲ୍ଲା ସଂପାଦକ ଅଚ୍ୟୁତାନନ୍ଦ ସାହୁ, ଆଶୁତୋଷ ସାମଲ, ଜ୍ୟୋତ୍ସା ରାଣୀ ଦେଈ, ବିମଳେନ୍ଦୁ ଲେଙ୍କା, ଭାସ୍କର ଚନ୍ଦ୍ର ପ୍ରଧାନ, ନିରଞ୍ଜନ ମହାପାତ୍ର,ସମରେନ୍ଦ୍ର ଦାସ, ରତ୍ନାକର ସାମଲ, ଶୁଭେନ୍ଦୁ ଲେଙ୍କା, ସୁଶାନ୍ତ କୁମାର ଲେଙ୍କା, ନୃଷିଂହ ଲେଙ୍କା, ନୀଳକଣ୍ଠ ମିଶ୍ର, ହୃଷୀକେଶ ନାୟକ, କୃଷ୍ଣ ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ପ୍ରଧାନ, ନିରୋଦ ଚନ୍ଦ୍ର ଲେଙ୍କା, ହିମାଂଶୁ ଶେଖର ବିଶ୍ଵାଳ, ଶ୍ରୀନିବାସ ସ୍ଵାଇଁ,ପ୍ରାକ୍ତନ ସରପଞ୍ଚ ବିଷ୍ଣୁ ଚରଣ ନାୟକ, ନିରଞ୍ଜନ ବେହେରା ରମେଶ ଚନ୍ଦ୍ର ବେହୁରା, ବୀର କିଶୋର ସ୍ଵାଇଁ, ଉମେଶ ଚନ୍ଦ୍ର ରାଉତରାୟ, ,ଲକ୍ଷ୍ମୀଧର ରାଉତ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତା ସରସ୍ଵତୀ ଦେଵୀ ଙ୍କୁ ଜଣେ ଧର୍ମାନୁରାଗି, ପରୋପକାରୀ, ମିଷ୍ଟଭାଷୀ, ବନ୍ଧୁ ବତ୍ସଳା, ସ୍ନେହଶିଳା ମହିଳା ଭାବରେ ବର୍ଣ୍ଣନା କରିଥିଲେ। ଜ୍ୟେଷ୍ଠ ପୁତ୍ର ଧର୍ମଶାଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଅଜୟ କୁମାର ଲେଙ୍କା ଅତିଥି ମାନଙ୍କୁ ସ୍ୱାଗତ କରିଥଲେ।

Leave a Reply

Your email address will not be published. Required fields are marked *