ଆଧାର କାର୍ଡ ତ୍ରୁଟି ପାଇଁ ହନ୍ତସନ୍ତହେଲେ ଅମୁଲ୍ୟ ବାଗ

ଗାଇସିଲେଟ (କ ବ୍ୟୁ ) : ଆଜି ପ୍ରତ୍ୟେକ ସରକାରୀ ବେସରକାରୀ କାମ କରିବାକୁ ଗଲେ ଆଧାର କାର୍ଡ ନମ୍ବରଟି ଅତି ଜରୁରୀ l କିନ୍ତୁ ଆଜି ଜଣେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ନିକଟ ଭେଲୁଆପଦର ଗାଁର ଶ୍ରୀ ଅମୁଲ୍ୟ ବାଗ ପି :- ଶୁକ୍ରୁ ବାଗ, ନି – ଭେଲୁଆପଦର, ପୋ /ଅ.- ଗାଇସିଲଟ, ଜି -ବରଗଡ ଭୋଟର ନଂ -SPE1258359,ଲିଙ୍ଗ -ପୁରୁଷ, ଜନ୍ମ ତାରିଖ -26-9-2002,ବିଜେପୁର ନିର୍ବାଚନ ମଣ୍ଡଳୀ, ରାଜ୍ୟ – ଓଡିଶା, ପିନ ନଂ -768037ପ୍ରାୟତଃ 2012/13ରେ ଆଧାର କାର୍ଡ ସରକାରଙ୍କ ତରଫରୁ ତିଆରି କରିଥିଲେ l ଏହି ଠିକଣାରେ ଏକ ଆଧାର କାର୍ଡ ପାଇଛନ୍ତି l କିନ୍ତୁ ସେହି କାର୍ଡରେ ଜଣେ ମହିଳାଙ୍କ ଫଟୋଥାଇ ସମ୍ପୂର୍ଣ୍ଣ ଠିକଣା ପରିବର୍ତ୍ତନ ହୋଇ ଆଧାର ନଂ 7197 4657 9069,ସତ୍ୟବତୀ ତାଣ୍ଡି ପି -ଅରକ୍ଷିତ ତାଣ୍ଡି, vtc -ଭେଲୁଆପଦର, DOB -12-08-1975,ଲିଙ୍ଗ -ସ୍ତ୍ରୀ sub-Dist- ଗାଇସିଲେଟ Dis- ବରଗଡ଼ , ଓଡିଶା ପିନ ନଂ 768037,mob ନଂ-9937602933 ନାଁରେ ହୋଇ ଯାଇଛି lଏକ କାର୍ଡ ପାଇଛନ୍ତି l କାର୍ଡରେ ଏପରି ଏକ ତ୍ରୁଟି ହୋଇଛି ତାହା ବିଚରାକୁ ହନ୍ତସନ୍ତ କରିଦେଇଛି l ଏହାର ସଂଶୋଧନ କରିବାକୁ ଯାଇଯାଇ ହଇରାଣ ହୋଇସାରିଛି l ଯୋଉଠିକୁ ଗଲେ ସେହି କାର୍ଡ ତାଙ୍କ ନାଁ ରୁ ଏହା କେବଳ ବାହାରୁଛି l ଯାହାଦ୍ୱାରା ସବୁକ୍ଷେତ୍ରରେ ହଇରାଣର ଶିକାର ହେଉଛନ୍ତି l ଆଧାର କାର୍ଡ ଯୁକ୍ତ ସରକାରୀ ବେସରକାରୀ କ୍ଷେତ୍ରରେ ବିଚରା ଏବେ ନିରାଶ ହୋଇପଡିଛି ଅମୁଲ୍ୟ ବାଗ l ଆଧାର କାର୍ଡ଼ର ବିବରଣୀ ଖୋଜିଲା ବେଳେ ଅମୁଲ୍ୟ ବାଗ ବାରମ୍ବାର ସେହି ଗୋଟିଏ ପାଉଛି l ଏଣୁ ସଂଶୋଧନ କ୍ଷେତ୍ରରେ କଣ କରାଯାଇ ପାରିବ ଓ କାର୍ଡ ପାଇବ ବୋଲି ପ୍ରତ୍ୟେକ ଜ୍ଞାନୀ ମହଲରେ ପଚାରିବାକୁ ବାଧ୍ୟ ହେଉଛି l ଏଣୁ ସରକାର ସଂଶୋଧନ କରିବାର କିଛି ସହଜ ଉପାୟ ରଖିଲାର ଲୋକେ ହଇରାଣ ନଂ ହେବେ ବୋଲି ଅମୁଲ୍ୟ ଏକ ସୁ ପ୍ରସ୍ତାବ ରଖିଛନ୍ତି l

ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *