ଓଡ଼ିଶା ଜନତା କଂଗ୍ରେସ ଦଳର ଯୁବ ସଙ୍ଗଠନର ସାଙ୍ଗଠନିକ ବୈଠକ।

  ଚଣ୍ଡିଖୋଲ, ୫/୮(କ.ଵ୍ୟୁ) ( ପ୍ରଶାନ୍ତ କୁମାର ଜେନା) ବଡ଼ଚଣା ନିର୍ବାଚନ ମଣ୍ଡଳୀର ୧୬ ନମ୍ବର ଜୋନର ଓଡ଼ିଶା ଯୁବ ଜନତା କଂଗ୍ରେସ ପାର୍ଟି ସାଙ୍ଗଠନିକ ବୈଠକ ମହାବିନାୟକ ପୀଠରେ ଯୁବନେତା ବିଶ୍ୱଜିତ୍ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ରାୟ,ବରିଷ୍ଠ ନେତା ସୁରେଶ ସାହାଣୀ,ପ୍ରଦୀପ କୁମାର ଧଳ,ଯୁବ ନେତା ତଥାଗତ ମହାନ୍ତି,ଅନ୍ୟ ମାନଙ୍କ ମଧ୍ୟରେ ସମ୍ଭିତ୍ ରାଉତ,ତ୍ରିଲୋଚନ ରାଉତ, କମଳ ଲୋଚନ ଦାସ, ପ୍ରସଂଜିତ୍ ରାଉତ,ରାଜେଶ ବାରିକ,ଗଗନ ରାଉତ ଓ ବହୁ ଯୁବ ନେତା ସଂଘଠନ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ,ଆଗାମୀ ଏନଏସି ନିର୍ବାଚନକୁ ସାମନା କରିବା ପାଇଁ ରଣ କୌଶଳ ପ୍ରସ୍ତୃତି ପାଇଁ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *