
ପାରାଦୀପ : ପାରାଦୀପ ଇଣ୍ଡିଆନ ଅଏଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ଇଣ୍ଡିଆନ ଅଏଲ ର ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ କୌସିକ ବାସୁ l ପାରାଦୀପ ଇଣ୍ଡିଆନ ଅଏଲ କମୁନିଟି ହଲ ପରିସରରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ଗଣମାଧ୍ୟମକୁ ସୁଚନା ଦେଇ ଇଣ୍ଡିଆନ ଅଏଲ ର ମୁଖ୍ୟ କୌସିକ୍ ବାସୁ କହିଥିଲେ ଇଣ୍ଡିଆନ ଅଏଲ ହେଉଛି ଏକ ଫରଟୁ ୫୦୦ ତାଲିକାଭୁକ୍ତ ସମ୍ମାନୀତ ଉର୍ଜା ପ୍ରମୁଖ କମ୍ପାନୀ l କହିବାକୁ ଗଲେ ଦେଶର ପ୍ରମୁଖ କମ୍ପାନୀ l ଏହି କମ୍ପାନୀ ପାରାଦୀପ ରେ ବୃହତ କମ୍ପାନୀ ଭାବେ ପରିଗଣିତ ହୋଇଥିବା ବେଳେ ପ୍ରାୟ ୪୩.୩୫୯ କୋଟି ଟଙ୍କା ନିବେଶ କରି ପାରିଛି l ବିଶୋର୍ ଅତ୍ୟାଧୁିନିକ ଜ୍ଞାନ କୌଶଳ ରେ ଏହି କମ୍ପାନୀ ନିର୍ମାଣ କରାଯାଇ ଅଛି l ଇଣ୍ଡିଆନ ଅଏଲ ପାରାଦୀପ ରିଫାଇନାରି ରେ ଏହି ଅଞ୍ଚଳ ର ଅନୂନ୍ୟ ୧୨ହଜାର ରୁ ଉର୍ଦ୍ଧ ଲୋକଙ୍କ ରୋଜଗାର ପନ୍ଥlରେ ସହାୟକ ହୋଇ ପାରି ଥିବା ବେଳେ ଏଥିସହ ଭଦ୍ରଖଠାରେ କମ୍ପାନୀ ଏମସିପିଏଲ ମିଳିତ ଉଦ୍ୟଗରେ ଏକ ଟେକ୍ସଟାଇଲି ପ୍ରକଳ୍ପ ରେ ପ୍ରାୟ ୪.୩୮୨ କୋଟି ଟଙ୍କା ନିବେଶ ମଧ୍ୟ କରାଯାଇଛି l ଭାରତ ସରକାରଙ୍କ ଆତ୍ମ ନିର୍ଭରଶୀଳ ଭାରତ ଅଧିନରେ ନବୀକରଣ କୁ ପ୍ରୋତ୍ସାହନ ଦେବାସହ ଆତ୍ମନିର୍ଭର ବୃଦ୍ଧି କରିବା ସହ ନିରନ୍ତାର ଭବିଷ୍ୟତ ପାଇଁ ଜାତୀୟ ଊର୍ଜା ପରିବଡନଙ୍କୁ ଆଗେଇ ନେବାର ସହାୟକ ହୋଇଛି l କର୍ପୋରେଶନର ଦୃଢ଼ ପ୍ରତିବନ୍ଧ ତାକୁ ଆଗେଇ ନେଇଛି l ଆର୍ଥିକ ବର୍ଷ ୨୦୨୫-୨୬ ରେ ପାରାଦୀପ ଇଣ୍ଡିଆନ ଅଏଲ ସର୍ବାଧିକ ୧୬.୩୫ଏମ୍ଏମଟି ଅଶୋଧିତ ତୈଳ ବିଶୋଧନାଗାର ରେକଡ୍ ସୃଷ୍ଟି କରିପାରିଛି l ଏଥିସହ ପାରାଦୀପ ରିଫାଇନରି ଅନେକ ପ୍ରତିଷ୍ଠିତ ସନମାନ୍ ହାସଲ କରିଛି l ଯେଉଥିରେକି କଳିଙ୍ଗ କଳିଙ୍ଗ ନିରାପତ୍ତା ଉତ୍କର୍ଷ ପୁରସ୍କାର ପାଇବା ସହ ନେସନାଲ ସେପ୍ଟି ପୁରସ୍କlର ଓ ଗ୍ରୀନ ଚମ୍ପିୟାନ ପୂରସ୍କlର ମଧ୍ୟ ହାସଲତ କରିଛି l ଅଏଭଳି ଅନେକ କାର୍ଯ କ୍ରମ୍ ମଧ୍ୟ ହାସଲ କରିଛି i ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍ l