ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶ ମାନଙ୍କଦୀକ୍ଷାନ୍ତ ସମାରୋହ

ଆଦ୍ୟତା୦୨.୦୮.୨୦୨୬ରିଖରବିବାରପୂର୍ବାହ୍ନଘ. ୧୦.୩୦ମିସମୟରେକଟକଚହଟାସ୍ଥିତପ୍ରମୋଦକନଭେନସନଏବଂକ୍ଳବରିସୋର୍ଟସମିଳନୀକକ୍ଷରେ୨୦୨୩ବ୍ୟାଚରନବନିଯୁକ୍ତ୩୩ଜଣଦେୱାନୀନ୍ୟାୟାଧୀଶଙ୍କଦୀକ୍ଷାନ୍ତସମାରୋହଅନୁଷ୍ଠିତହୋଇଅଛି l

ଏହିଉତ୍ସବରେଓଡିଶାଉଚ୍ଚନ୍ୟାୟାଳୟ ରମୁଖ୍ୟବିଚାରପତିତଥାଓଡିଶାନ୍ୟାୟିକଏକାଡେମୀରମୁଖ୍ୟପୃଷ୍ଠପୋଷକମାନ୍ୟବରନ୍ୟାୟମୂର୍ତ୍ତିଶ୍ରୀଯୁକ୍ତହରିଶଟଣ୍ଡନମହୋଦୟମୁଖ୍ୟଅତିଥିଭାବେଯୋଗଦେଇଉତ୍ସବକୁଉଦଘାଟନକରିବାସହିତ, ଏକବର୍ଷରପ୍ରଶିକ୍ଷଣସମାପ୍ତକରିଥିବା୩୩ଜଣଦେୱାନୀନ୍ୟାୟାଧୀଶମାନଙ୍କୁଦୀକ୍ଷାନ୍ତଶପଥପାଠକରାଇଥିଲେଏବଂସେମାନଙ୍କୁଶୁଭେଚ୍ଛାଜଣାଇଥିଲେ l ଏହିଅବସରରେମାନ୍ୟବରମୁଖ୍ୟବିଚାରପତି, ଓଡିଶାନ୍ୟାୟିକଏକାଡେମୀସମିତିରମାନ୍ୟବରଅଧ୍ୟକ୍ଷଓମାନ୍ୟବରସଦସ୍ୟବୃନ୍ଦତଥାଓଡିଶାଉଚ୍ଚନ୍ୟାୟାଳୟ “ବାର୍ଷିକସୂଚନାପୁସ୍ତକ”ସମିତିରଅଧ୍ୟକ୍ଷଏବଂମାନ୍ୟବରସଦସ୍ୟମାନଙ୍କଦ୍ୱାରାଓଡିଶାଉଚ୍ଚନ୍ୟାୟାଳୟ ର୨୦୨୫ମସିହାବାର୍ଷିକସୂଚନାପୁସ୍ତକଏବଂ୨୦୨୬ମସିହାରଓଡିଶାନ୍ୟାୟିକଏକାଡେମୀରପତ୍ରିକା“ବିଦ୍ୟା-୨୦୨୬”ଉନ୍ମୋଚନକରାଯାଇଥିଲା l

ଏହିଉତ୍ସବରେଓଡିଶାଉଚ୍ଚନ୍ୟାୟାଳୟ ରବିଚାରପତିତଥାବାର୍ଷିକସୂଚନାପୁସ୍ତକସମିତିରସଦସ୍ୟମାନ୍ୟବରନ୍ୟାୟମୂର୍ତ୍ତିଶ୍ରୀଯୁକ୍ତଶଶିକାନ୍ତମିଶ୍ରମହୋଦୟସ୍ଵାଗତସମ୍ଭାଷଣପାଠକରିବାସହିତବାର୍ଷିକସୂଚନାପୁସ୍ତକବାବଦରେସମ୍ୟକସୂଚନାପ୍ରଦାନକରିଥିଲେ lଓଡିଶାଉଚ୍ଚନ୍ୟାୟାଳୟ ରବିଚାରପତି, ଓଡିଶାନ୍ୟାୟିକଏକାଡେମୀସମିତିରଅଧ୍ୟକ୍ଷ, ତଥାଓଡିଶାଉଚ୍ଚନ୍ୟାୟାଳୟରବାର୍ଷିକସୂଚନାପୁସ୍ତକସମିତିରଅଧ୍ୟକ୍ଷ,ମାନ୍ୟବରନ୍ୟାୟମୂର୍ତ୍ତିଶ୍ରୀଯୁକ୍ତକୃଷ୍ଣରାମମହାପାତ୍ରମହୋଦୟଉପସ୍ଥିତସଜ୍ଜନମଣ୍ଡଳୀଙ୍କଉଦ୍ଧେଶ୍ୟରେନିଜରବକ୍ତବ୍ୟରଖିବାସହିତଦେୱାନୀନ୍ୟାୟାଧୀଶମାନଙ୍କୁଶୁଭକାମନାଜଣାଇଥିଲେ lଉପରୋକ୍ତସମାବେଶରେମାନ୍ୟବରମୁଖ୍ୟବିଚାରପତିମହୋଦୟ, ଶିକ୍ଷାନବୀଶଦେୱାନୀନ୍ୟାୟାଧୀଶମାନଙ୍କୁଜଣେବିଚାରପତିଙ୍କଠାରୁଆଶାକରାଯାଉଥିବାଆଚରଣ,ଉଚ୍ଚାରଣ, ଅନୁଶାସନ,ବିଚାରାଳୟରସୁପରିଚାଳନା, ସାଧୁତାଏବଂନିରପେକ୍ଷନ୍ୟାୟପ୍ରଦାନଉପରେଆଲୋକପାତକରିବାସହିତ,ସେମାନଙ୍କରଉତ୍ତୋରତରଉନ୍ନତିପାଇଁକାମନାକରିଥିଲେ lଉଚ୍ଚନ୍ୟାୟାଳୟ ରବିଚାରପତିତଥାଓଡିଶାନ୍ୟାୟିକଏକାଡେମୀସମିତିରସଦସ୍ୟମାନ୍ୟବରନ୍ୟାୟମୂର୍ତ୍ତିସୁଶ୍ରୀସାବିତ୍ରୀରଥମହୋଦୟାନିଜରବକ୍ତବ୍ୟରଖିବାସମେତଧନ୍ୟବାଦଅର୍ପଣକରିଥିଲେ l

ଉତ୍ସବରେଓଡିଶାଉଚ୍ଚନ୍ୟାୟାଳୟ ରମାନ୍ୟବରବିଚାରପତିଗଣଓଅଧିକାରୀଗଣ, ଓଡିଶାନ୍ୟାୟିକଏକାଡେମୀରପ୍ରଶିକ୍ଷକଗଣ,ଦେୱାନୀନ୍ୟାୟାଧୀଶମାନଙ୍କପିତା,ମାତାଓପରିବାରପରିଜନଙ୍କସମେତମାନ୍ୟଗଣ୍ୟଅତିଥିଗଣଯୋଗଦେଇଥିଲେ l କାର୍ଯ୍ୟକ୍ରମକୁସୁଚାରୁରୂପେପରିଚାଳନାକରିବାନିମନ୍ତେଓଡିଶାନ୍ୟାୟିକଏକାଡେମୀରନିର୍ଦ୍ଧେଶକଶ୍ରୀଯୁକ୍ତବିଦ୍ୟୁତକୁମାରମିଶ୍ରଙ୍କସମେତଏକାଡେମୀରଅନ୍ୟାନ୍ୟଅଧିକାରୀଗଣଓକର୍ମଚାରୀମାନେସହାୟତାକରିଥିଲେ lଗୁରୁଦାୟିତ୍ୱସ୍ୱରୂପଉଦଘୋଷିକାରୂପେଖଣ୍ଡପଡ଼ାରପ୍ରଥମଶ୍ରେଣୀବିଚାରବିଭାଗୀୟଅଧିକାରୀଶ୍ରୀମତୀଅଂଗସ୍ୱରୂପାଚାଟାର୍ଜୀକାର୍ଯ୍ୟସମ୍ପାଦନକରିଥିଲେ l

Leave a Reply

Your email address will not be published. Required fields are marked *