
କଟକ : ରାଜାବଗିଚା ସର୍ବୋଦୟପୁର ଛତ୍ରଗଡା ପୂଜା କମିଟି ର ଆମ ଗ୍ରାମ ର ବୟଜ୍ଯୋଷ୍ଠ ମୂରବି ଯାତ୍ରା କଳାକାର ଏବଂ ବିଶିଷ୍ଟ ସମାଜସେବି , ଛତ୍ରଗଡା ପୂଜା କମିଟି ର ପୂର୍ବତନ ସଭାପତି ଶ୍ରୀ ସୁରେନ୍ଦ୍ର ବେହେରାଙ୍କ ୨୪/୦୨/୨୦୨୬ ରିଖ ଦିନ ପରଲୋକ ଘଟିଛି। ସ୍ବର୍ଗତଃ ସୁରେନ୍ଦ୍ର ବେହେରା ଙ୍କ ବାସଭବନରେ ସର୍ବୋଦୟପୁର ଛତ୍ରଗଡା ପୂଜା କମିଟି ର ସଭାପତି ସମ୍ପାଦକ ସୁନାକର ବେହେରା ତରୁଣ ପତି ଗୁନାତନ ଦାସ ସୂର୍ଯ୍ୟକାନ୍ତ ଦାସ ଶାକୁଲି ବେହେରା ସଞ୍ଜୟ ନାୟକ ବାବୁନା ନାୟକ ବାବୁଲି ମହାପାତ୍ର କମିଟି ର କର୍ମକର୍ତ୍ତା ସହିତ ଯୁବକ ସଂଘ ଏବଂ ସ୍ଥାନୀୟ କର୍ପୋରେଟ ବନଲତା ପ୍ରଧାନ ପହଞ୍ଚି ଶେଷ ଦର୍ଶନ କରି ପୁଷ୍ପ ମାଲ୍ଯ ପ୍ରଦାନ କରିଛନ୍ତି । ଗ୍ରାମ ରେ ଶୋକ ର ଛାୟା ଖେଳିଯାଇଛ