ପଦ୍ମପୁର ଲାୟନ୍ସ କ୍ଲବ ଆନୁକୂଲ୍ୟ ରେ ଜମରତଲା ଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ ଶିବିର ଅନୁଷ୍ଠିତ

ପଦ୍ମପୁର : (କ ବ୍ୟୁ ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମରତଲା ଠାରେ ପଦ୍ମପୁର ଲାୟନ୍ସ କ୍ଲବ ଆନୁକୂଲ୍ୟ ରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିର ହେବା ଦ୍ଵାରା ସହର ଠାରୁ ଗାଁ ଲୋକ ମାନେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଉତ୍ତମ ଚିକିତ୍ସା ଓ ଔଷଧ ପାଇ ପାରିବେ l ଇତ୍ୟୁବସର ରେ ଲାୟନ୍ସ କ୍ଲବସଭାପତି ଶ୍ରୀ ପ୍ରିତମ ମେହେର, ସମ୍ପାଦକ ଶ୍ରୀ ସୌମଜିତ ପାଢ଼ୀ କୋସାଧ୍ୟକ୍ଷ ଶ୍ରୀ ସଦାନନ୍ଦ ପୁରୋହିତ ଚିତ୍ତ ରଞ୍ଜନ ଦାସ, ସନ୍ତୋଷିନୀ ରଥ, ବିନୋଦ ବିହାରୀ ମିଶ୍ର, ମିନାକ୍ଷୀ ମେହେର,ବିଷ୍ଣୁ ନାରାୟଣ ଦୋରା, ହିମାଂଶୁ ଶେଖର ଯୋଶୀ, ବେଣୁ ମାଧବ ଦୋରା, ରାଧା ମାଧବ ଦୋରା, ରବି ନାରାୟଣ ଦୋରା, ରାଜ କିଶୋର ଯୋଶୀ, ଚାଷୀନେତା ସୁରେଶ ଚାନ୍ଦ, ସମାଜସେବୀ ସୁଦାମ ଦାସ,ଅକ୍ଷୟ ସାହୁ, ଦଶରଥ ବରିହା, ବିନୋଦ ସାହୁ, ଯମରତଳା ସଭାପତି ବିଦୁ ଭୂଷଣ ଚାନ୍ଦଓ ଗ୍ରାମର ଯୁବ ସଂଗଠନ ଯୋଗଦେଇ ଶିବିର କୁ ସମ୍ପୂର୍ଣ୍ଣ ସଫଳ କରିଥିଲେ l ଡାକ୍ତର :ସୁମିତ ମିଶ୍ର, ଇପି ପାଣିଗ୍ରାହୀ, ଡବୁ ସେଠ,ଫାର୍ମାସିଷ୍ଟ :ଦିଲ୍ଲୀପ ବେହେରା ଓ ସବ୍ୟସାଚୀ ସାହୁ ଉପସ୍ଥିତ ରହି 500 ଶହ ରୋଗୀ ଙ୍କୁ ଚିକିତ୍ସା କରି ଔଷଧ ବିତରଣ କରିଥିଲେ l ଉପଖଣ୍ଡ ପଦ୍ମପୁରରୁ ଫ. ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *