ଗାଇସିଲେଟରେ sports complex ପାଇଁ କଣ ଜାଗା ଗାଇସିଲଟରେ ନାହିଁ ?

ବରଗଡ଼ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ରେ ଏକ ଅଶାନ୍ତି ବିକ୍ଷୋଭ ପ୍ରଦର୍ଶନ ଦେଖାଦେଇଛି l କାରଣ ଗାଇସିଲେଟ ହେଡ଼କ୍ଵାଟର ଏକ sports complex ପାଇଁ ସ୍ଥାନ ମଂଜୁର ହୋଇ ସମସ୍ତ ପ୍ରଶାସନ ଅଧିକାରୀଙ୍କ ଅଜ୍ଞାତରେ ବୁରୋମୁଣ୍ଡରେ ଲେ ଆଉଟ ଦିଆଯିବାର ଜଣା ପଡିଛି l କିନ୍ତୁ RI ଙ୍କ କଥିତ ତହସିଲଦାରଙ୍କ ଆଦେଶରେ R. I. ଯାଇ ଜମି ମାପି ଚି଼ହ୍ନଟ ହୋଇ ସାରିଛନ୍ତି l ଏହାକୁ ପ୍ରଶାସନିକ ବିରୋଧ କଲାଭଳି ଜାଣି ସୁଦ୍ଧା ଶାନ୍ତି ବାର୍ତ୍ତା ନେଇ ଓ ଚେତାବନୀ ଦେଇ, ଅଂଚଳବାସୀ ଓ ଗାଁ ବାସୀ ତଥା ବାରଟି ସଂଗଠନ ତରଫରୁ ତହସିଲଦାର, ବି ଡି ଓ, R. I. ଓ ଥାନା ଅଧିକାରୀଙ୍କୁ ଏହାର ବ୍ୟତିକ୍ରମ ଦାବିପତ୍ର ଦେବାକୁ ପଡ଼ିଅଛି l ଏଥିରେ ଶ୍ରୀ ସୁରେଶ ପାଣିଗ୍ରାହୀ,ଶ୍ରୀ ରଞ୍ଜନ ପଣ୍ଡା, ସରପଞ୍ଚ ଶ୍ରୀ ଶରତ କାଲୋ, ଓକିଲ ଶ୍ରୀ ରୁବୁଲ ଦାଶ, ମନୋଜ ଦାଶ ପୃଥ୍ଵୀରାଜ ପଣ୍ଡା ଜଗଦୀଶ ସାହୁ,ସୁରେନ୍ଦ୍ର ସାହୁ,କ୍ଷୀରେଶ୍ୱର ସେଟ ଏପରିକି ବାରଟି ସଂଗଠନ ମୁଖ୍ୟ ଭୂମିକାରେ ରହିଛନ୍ତି l ଆହୁରି ପ୍ରଶ୍ନବାଚୀ ତହସିଲଦାର ଜାଣନ୍ତିନାହିଁ ଓ R.I. ଙ୍କୁ ଆଦେଶ ଦେବାର ଜଣା ପଡୁଛି l

Leave a Reply

Your email address will not be published. Required fields are marked *