ଗାଇସିଲେଟ : ଗାଇସିଲେଟ ବ୍ଲକ ପ୍ରାଣୀ ଚିକିତ୍ସିକ ଓ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀଙ୍କ ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ଏମ. ଆଇ. ଅଫିସ ପଡିଆରେ 2025 ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି l ଏହା ଭାରତ ସରକାରଙ୍କ କାମଧେନୁ ମେଳା ଭାବେ ଏକ ଯୋଜନା ଗୃହୀତ ହୋଇଛି lଏହି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମେଳlରେ ବିଜେପୁ୍ର ଶ୍ରୀ ସନତ କୁମାର ଗଡତିଆ, ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣୟ ସାହୁ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଅକ୍ଷୟ ମହାଳିଙ୍ଗ,ମହାଶୟା ବଢ଼େଇ, ଗାଇସିଲେଟ ଜିଲ୍ଲାପରିଷଦ ଶ୍ରୀମତୀ ଝରଣା ପାଣିଗ୍ରାହୀ,ଆଦି ବରିଷ୍ଟ ଅଧିକାରୀ ମଞ୍ଚାସିନ ହୋଇଥିଲେ l ସଭାର ସଭାପତି ବି. ଡି. ଓ. ଶ୍ରୀ ଲକ୍ଷ୍ମଣ ମାଝି ଶାନ୍ତି ସହକାରେ କାର୍ଯ୍ୟ ତୁଲାଇଥିଲେ l ସହଯୋଗୀ ବି. ଭି. ଓ. ଶ୍ରୀ ରଶ୍ମିରଂଜନ ମହାନ୍ତି ଯୋଗ ଦେଇଥିଲେ lଉତ୍ସବର ମୁଖ୍ୟ ଉଦ୍ୟେଶ୍ୟ ଲୋକଙ୍କ ଆତ୍ମନିର୍ଭର ହୋଇ କିପରି ଲାଭବାନ ହୋଇ ପାରିବେ ସରକାର ସେଥିପ୍ରତି ଦୃଷ୍ଟିରେ ରଖି ଯୋଜନା ରଖିଛନ୍ତି l ମେଲାରେ ତିନିଟିରୁ ଆଧୁନିକ ଇଲେକ୍ଟ୍ରୋନିକ ମାଧ୍ୟମ ଯୋଜନାକୁ ଅନ୍ତର୍ଭୁକ୍ତ କରାଯାଇଛି lଗାଁ ର କେତେକ ବେକାରୀ ଓ ଗରିବ ଶ୍ରେଣୀର ଲୋକ ନିଜ ଗୁଜରାଣ ଠିକ ଭାବରେ କରାଯାଇ ପାରୁଛି l ଏହି ମେଳlରେ କଳା ଅଞ୍ଚଳ ଗାଇସିଲେଟ ଅଂଚଳରୁ ପୋଷଣ ଖାଦ୍ୟ, ପଶୁ ଚାଷ, ମତ୍ସ୍ୟ ଚାଷ ଇତ୍ୟାଦି କରାଇବା ପାଇଁ ଅଧିକାରୀ ଯୋଗ ଦେଇ ଥିଲେ l ଆହୁରୀ ଅଞ୍ଚଳର ସଂଶ୍ଲିଷ୍ଟ ସଭ୍ୟାସଭ୍ୟ ଯୋଗ ଦେଇ ଏହି ମେଳରେ ପ୍ରଦତ୍ତ ଶିକ୍ଷା ସାମଗ୍ରୀ ଖାତା କଲମ, ବେଗ ପାଇଁ ଯୋଜନାର ବିଷାଦ ବିବରଣୀ ଶୁଣି ଲେଖି ଜ୍ଞାତ ହୋଇ ଆତ୍ମନିର୍ଭର ହୋଇ ପାରିବେ ବୋଲି ସରକାର ପ୍ରୟାସ କରୁଛି l ପଦ୍ମପୁର ଉପଖଣ୍ଡ ରୁ ଫକୀର ଦୀପଙ୍କ ରିପୋର୍ଟ