ପିତଳ ପିଏଚସିରେ ସ୍ୱତନ୍ତ୍ର ଆୟୁଷ୍ମାନ ସ୍ୱାସ୍ଥ୍ୟ ମେଳା ।

ବ୍ରହ୍ମପୁର , 26ସପ୍ଟମ୍ବର : ଶେରଗଡ ବ୍ଲକ ର ପିତ୍ତଳ ନୂତନ ପିଏଚସିରେସୁସ୍ଥନାରୀସଶକ୍ତପରିବାର ଅଭିଯାନ କାର୍ଯ୍ୟ କ୍ରମ ସହ ଆୟୁଷ୍ମାନ ଆରୋଗ୍ଯ ଶିବିର (ସ୍ୱାସ୍ଥ୍ୟ ମେଳା) ଅନୁଷ୍ଠିତ ହୋଇଯାଇଛି ।ଏହିକାର୍ଯ୍ଯ କ୍ରମରେ ଅତିଥି ଭାବେ ଶେରଗଡ ସିଏଚ ସିର ସୁପରିନଟେଣ୍ଡଟ ଡାକ୍ତର ପିରାଜକୁମାର ସୁବୁଦ୍ଧି, ଓଡାକ୍ତର ହୃଷୀକେଶମହାନ୍ତି ଯୋଗଦେଇ ଥିଲେ । ଏଥିରେ ଚିକିତ୍ସା ଅଧିକାରୀ ଡାକ୍ତର ମାନସ ରଂଜନ ବିଷୋଇ, ଆୟୁଷ ଡାକ୍ତର ଦେବାଶିଷ ଶତପଥୀଓଡାକ୍ତର ସୁବୁଦ୍ଧି, ଶତାଧିକ ରୋଗୀ କଂ ଚିକିତ୍ସା,କରି ପରାମର୍ଶ ଓ ଔଷଧ ବିତରଣ କରିଥିଲେ ।ଫାର୍ମାସିଷ୍ଟ କିରଣ ଶବର,ଏଲ ଟି ପ୍ରତିୱାସାହୁ, ହସପିଟାଲର କର୍ମଚାରୀ ଦୟାନିଧିସାହୁ, ପଂଚାନନ ଗୌଡ, ଶରତ ପଟ୍ଟନାୟକ, ରୋହିତକୁମାର ନାୟକ ଏବଂ ଆଶା ରୀତା ମହାପାତ୍ର ବିଷ୍ଣୁ ପ୍ରିୟାପାଢୀ, ଲଳିତାଶଓ ଯୋଛନାରାଣୀ ନାୟକ ଶିବିର ପରିଚାଳନା ରେ ସହଯୋଗ କରିଥିଲେ । ସଚିଦାନଂଦ ନାୟକ, ବ୍ରହ୍ମପୁର ରିପୋର୍ଟର

Leave a Reply

Your email address will not be published. Required fields are marked *