ପାଲଲହଡ଼ା ପାଇଁ ଗର୍ବ ବଢ଼ାଇଲେ ସ୍ମୃତିରଞ୍ଜନ।143 ରାଙ୍କିଙ୍ଗ ସହିତ ପାଇଲେ ଓ ଏ ଏସ ।

ପାଲଲହଡା : – ପ୍ରକାଶିତ ଓ ପି ଏସ୍ ସି ପରୀକ୍ଷା ଫଳ ପାଲଲହଡ଼ା ଅଞ୍ଚଳ ପାଇଁ ଖୁସି ଖବର ଆଣିଦେଇଛି।ପାଲଲହଡା ର ବରିଷ୍ଠ ଓକିଲ ବିନୋଦ କୁମାର ସାହୁ ଙ୍କ ସାନ ପୁଅ ସ୍ମୃତି ରଞ୍ଜନ ସାହୁ 143 ରାଙ୍କିଙ୍ଗ ସହିତ ସଫଳତା ପାଇଛନ୍ତି। ସ୍ମୃତି ରଞ୍ଜନ 2013 ମସିହାରେ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ 2019 ରେ ଏନ ଆଇ ଟି ରାଉରକେଲା ରୁ ବି ଟେକ୍ ସାରିବା ପରେ 2023 ରେ ଆଇଆଇଟି ଦିଲ୍ଲୀ ରୁ ଏମ୍ ଟେକ୍ ସାରିବା ପରେ ବର୍ତ୍ତମାନ ଭୁବନେଶ୍ଵର ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି। ସ୍ମୃତି ରଞ୍ଜନ ଙ୍କ ଏହି ସଫଳତା ପାଲଲହଡା ପାଇଁ ଗର୍ବ ଆଣିଦେଇଛି।

Leave a Reply

Your email address will not be published. Required fields are marked *