



ରାଜଗାଙ୍ଗପୁର:- ଆଜି ସକାଳ 11 ଘଟିକାରେ ପାଞ୍ଚଟି ଗ୍ରାମପଞ୍ଚାୟତର ଶହ ଶହ ଗ୍ରାମବାସୀ ରାଜଗାଙ୍ଗପୁର ଥାନା ପରିସରରେ ପହଞ୍ଚି ଓସିଏଲ (DCBL) ଦ୍ୱାରା ଜାଲିଆତି କରି ଜମି ଅଧିଗ୍ରହଣ ଅଭିଯୋଗରେ ଥାନା ଘେରାଉ କରିବା ସହିତ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରାଯାଇଛି ଓ ଏହା ବିରୁଦ୍ଧ ରେ ଛତିଶ ଜଣ ଗ୍ରାମବାସୀମାନେ ରାଜଗାଙ୍ଗପୁର ଥାନାରେ ଓସିଏଲ (DCBL) ବିରୁଦ୍ଧରେ ସେମାନଙ୍କର ରୟତି ଜମି ଠକେଇ କରିଥିବା ଅଭିଯୋଗରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର,