
ଗାଇସିଲେଟ : ସରକାରଙ୍କ ଆୟନାଧିନ ହେଲେ ଯିବାକୁ ଆଦେଶ ହେଲେ ଯିବାକୁ ହିଁ ପଡିବ l ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ, ଗାଇସିଲେଟ ପୋଲିସ ଷ୍ଟେସନରେ ଦାୟିତ୍ୱରେ ଥିବା ସାଧା ପୋଷାକଧାରୀ ଶ୍ରୀମାନ ଶଶିଭୂଷଣ ମିଶ୍ର ଆମ ଗାଇସିଲଟ ଥାନା ନିରୀକ୍ଷକ ଭାବରେ କାର୍ଯ୍ୟ ନିର୍ବାହ କରୁଥିଲେ l ଗାଇସିଲଟ ରୁ ଭେଡେନ ଥାନା ନିରୀକ୍ଷକ ଭାବେ ଯୋଗ ଦେଇଛନ୍ତି l ଅପର ପକ୍ଷରେ ଖାକି ପୋଷାକଧାରୀ ଶ୍ରୀମାନ ମେରିଆନ୍ସ ମିଂଜ଼ ବର୍ତ୍ତମାନ ଗାଇସିଲେଟ ଥାନା ନିରୀକ୍ଷକ ଭାବରେ କର୍ମରତ ହୋଇ ସାରିଛନ୍ତି l ଶ୍ରୀମାନ ମିଂଜ଼ ଜଣେ ସମାଜ ସେବି ଓ ଲୋକଙ୍କ ହୃଦୟ ବେଦନାକୁ ସମ୍ପୂର୍ଣ ହୃଦୟଙ୍ଗମ କରି ପାରନ୍ତି l ସେ ଜଣେ ଗରିବ ହୃଦୟରେ ଦେବତା ତୁଲ୍ୟ ଅଟନ୍ତି l ଏହା ସ୍ଵଷ୍ଟ ପ୍ରମାଣିତ ଅଟେ ଏବଂ ଏପରି ହେବା ଉଚିତ ମଧ୍ୟ l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l