

ରାୟଗଡ-(ସୁରେନ୍ଦ୍ର କୁମାର ରଥ)- ଓଡିଶା ସରକାରଙ୍କ ନିଷ୍ପତି ଅନୁଯାୟୀ ପିତା ମାତା ଅଭିଭାବକ ମାନଙ୍କ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି ଏହା ସଭା r ମୁଖ୍ୟ ଉଦ୍ୟେଶ ଥିଲା କୌଣସି ପିଲା ପାଠ ପଢ଼ାରୁ ବଂଚିତ ହେବେ ନାହିଁ ଭୁଲ ରେ କୌଣସି ପିଲା ବିଦ୍ୟାଳୟରେ ନାମ ଲେଖା ଲେଖାଇପାରିନି ତାହାର ବୟସ ଅନୁଯାଇ ଶ୍ରେଣୀ ରେ ନାମ ଲେଖାଇବା ଏହାକୁ ନେଇ ଶପଥ ପାଠ କରା ଯାଇ ପ୍ରତ୍ୟେକ ପିଲା ଯେପରି ବିଦ୍ୟାଳୟ ରେ ନାଁ ଲେଖାଇ ପାଠ ପଢିବେ ତାହା ପାଇଁ ଏକ ସଚେତନା ପଦ ଯାତ୍ରା ର ଆୟୋଜନ କରାଯାଇଥିଲା ଏହି ପଦଯାତ୍ରା ରେ ପଢ଼ୁଥିବା ଛାତ୍ର ଛାତ୍ରୀ ପିତା ମାତା ପରିଚାଳନା କମିଟି ର ସମସ୍ତ ସଦସ୍ୟ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ଏହି ପଦଯାତ୍ରା ସଫଳ ହେବାପାଇଁ ପ୍ରଧାନ ଶିକ୍ଷକ ନରେଶ ସ୍ବାଲ ସିଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ