କଳାହାଣ୍ଡି : ତା ୦୧/୦୮/୨୦୨୫ ତାରିଖ ସୁକୃବାର ଦିନ ସ୍ଥାନୀୟ ଜିଲ୍ଲା ଜର୍ଜ କୋର୍ଟ ପରିସର ରେ ଏକ ଭବ୍ୟସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା, ଶ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ, ମୁଖ୍ୟ ପ୍ରଶାସନିକ ଅଧିକାରୀ ଜିଲ୍ଲା ଜର୍ଜ କାର୍ଯ୍ୟାଳୟ, କଳାହାଣ୍ଡି ୩୧/୦୭/୨୦୨୫ ତାରିଖରେ ଅବସର ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ, ଆଜି ତା ୦୧/୦୮/୨୦୨୫ ରିଖ ରେ ଜିଲ୍ଲା ଜର୍ଜ କାର୍ଯ୍ୟାଳୟ ପରିସର ରେ ଅବସର କାଳୀନ ସମ୍ବର୍ଧନା ଉତ୍ସବ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବ ରେ ମାନ୍ୟବର ଶ୍ରୀଯୁକ୍ତ ଅନୁପ ରଂଜନ ପଟ୍ଟନାୟକ ଶ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ, ମୁଖ୍ୟ ପ୍ରଶାସନିକ ଅଧିକାରୀଜିଲ୍ଲା ଓ ଦୌରା ଜର୍ଜ, କଳାହାଣ୍ଡି ଙ୍କ ସହିତ ସମସ୍ତ ପଦାଧିକାରୀ ଏବଂ ଜିଲ୍ଲା ନ୍ୟାୟିକ କର୍ମଚାରୀ ଗଣ, ଅନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତି ରେ ଶ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ, ମୁଖ୍ୟ ପ୍ରଶାସନିକ ଅଧିକାରୀ ଙ୍କୁ ଉତ୍ତରୀୟ, ଗଣପତି ବାବାଙ୍କ ମୂର୍ତ୍ତି ପ୍ରଦାନ କରି ମାନ୍ୟବର ଶ୍ରୀଯୁକ୍ତ ଅନୁପ ରଂଜନ ପଟ୍ଟନାୟକ, ଜିଲ୍ଲା ଜର୍ଜ, କଳାହାଣ୍ଡି ଉତ୍ତରୋତ୍ତର ଉନ୍ନତି ଓ ଶୁଭ ମୟ ଜୀବନ କାମନା କରି ଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପଦାଧିକାରୀ ଶ୍ରୀଯୁକ୍ତ ଯଦୁମଣି ମିଶ୍ର, FTSC, ଶ୍ରୀଯୁକ୍ତ ବଦ୍ରୀ ନାରାୟଣ ନନ୍ଦ,VIGL.JUDGE, ଓ ଶ୍ରୀଯୁକ୍ତରାଜୀବ ଲୋଚନ ସାହୁ, POCSO ଜଜ ମହାଶୟ ଶ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ ଙ୍କ ଅବଶିଷ୍ଟ ଜୀବନ ର ସଫଳଉତ୍ତରୋତ୍ତର ଉନ୍ନତି ଓ। ଶୁଭ ମୟ ଜୀବନ କାମନା କରି ଥିଲେ କାମନା, ସୁସ୍ୱାସ୍ତ୍ୟ କାମନା ମାଁ ମାଣିକେଶ୍ଵରୀ ଙ୍କ ପଦ୍ମ ପାଦରେ କରି ଥିଲେ