“ଡ୍ରାଇଭର‌ ମହାସଂଘର ୭ଦଫା ଦାବିନେଇ ଷ୍ଟେଆରିଙ୍ଗ୍ ଛାଡ”

ବାରିପଦା,ଉଦଳା ୮/୭/୨୦୨୫ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ର ସମସ୍ତ ଡ୍ରାଇଭର‌ ଓଡ଼ିଶା ଡ୍ରାଇଭର‌ ମହାସଂଘ  ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି   ଷ୍ଟେଆରିଙ୍ଗ୍
ଛାଡ କରିଛନ୍ତି ।ଡ୍ରାଇଭର‌ ମାନଙ୍କ ବିଭିନ୍ନ ସମସ୍ୟା ନେଇ ୭ ଦଫା ଦାବି ପୁରଣ ପାଇଁ ଲୋୟର ପି ଏମ ଜି ରେ ୨୯/୩/୨୦୨୫ ରୁ ୬ଦିନ ଧାରଣା ରେ ବସି ୧ମାସ ଭିତରେ ସମସ୍ୟା ସମାଧାନ କରିବାକୁ  ସରକାର ପ୍ରତିଶୃତି ଦେଇଥିଲେ  ।ଅଦ୍ୟାବଧି କୋୖଣସି  ସମସ୍ୟା କୁ ସରକାର ବିଚାରକୁ ନେଇନଥିବାରୁ ଆଜି ଉଦଳା ବସଷ୍ଟାଣ୍ଡ ରେ ଧାରଣା ରେ ବସିଥିଲେ । ସଭାପତି ପରାସର ବେହେରା ଓ ସମ୍ପାଦକ ସଞ୍ଜୟ  ନାୟକ ଙ୍କ ନେତୃତ୍ବ ରେ ଶାନ୍ତି ପୂର୍ଣ୍ଣ ଭାବେ ସମସ୍ତ ଡ୍ରାଇଭର‌ ସାମିଲ ହୋଇ ଷ୍ଟେରିଙ୍ଗି ଛାଡ ଛନ୍ତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *