

ପୁରୀ: (ବଳରାମ ତ୍ରିପାଠି ରିପୋର୍ଟ):
ପୁରୀ ; ପରଲୋକରେ ପୁରୀ ରାଜା ଗଜପତି ମହାରାଜାଙ୍କ ଭାଇ । ଗଜପତିଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତେବେ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।