କୁଆଁ ରେ ପଡିଲା ଭାଲୁ,

Place _Kesinga dt 18.05.25

କଳାହାଣ୍ଡିର କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପଥର୍ଲା ଗ୍ରାମ ର ବିରାଜ ପଟେଲ ଙ୍କ ପନିପରିବା ଚାଷ ପାଇଁ ଉଦ୍ଦିଷ୍ଟ ଥିବା କୂଅ ରେ ପଡ଼ି ଶନିବାର ରାତିରେ ଏକ ଭାଲୁ ର ମୃତ୍ୟୁ ଘଟିଛି।
ବିରାଜ ଭୋର୍ ରୁ ବାଡ଼ି କୁ ଗଲା ପରେ ଭାଲୁ ଟି କୂଅ ରେ ପଡ଼ିଥିବା ଦେଖିବାକୁ ସହ ବନ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଭାଲୁ ଟିକୁ କୂଅ ରୁ ଉଦ୍ଧାର କରି କେସିଙ୍ଗା ପ୍ରାଣୀ ଚିକିତ୍ସା ଳୟ କୁ ଆଣି ଥିବା ବେଳେ ସେଠାରେ ମୃତ ଭାଲୁ ଟି ର ବ୍ୟବଚ୍ଛେଦ କରାଯାଇଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ ଏହି ଅଞ୍ଚଳ ରେ ଭାଲୁ ବୁଲୁଥିବାର ଖବର ପୂର୍ବରୁ ବହୁବାର ବନ ଅଧିକାରୀଙ୍କୁ ଖବର ଦେଇଥିଲେ ସୁଦ୍ଧା ବନ ଅଧିକାରି ଙ୍କ ଦାୟିତ୍ଵ ହୀନତା ଯୋଗୁଁ ଆଜି ଭାଲୁ ଟି ର ମୃତ୍ୟୁ ହୋଇଥିବା ଲୋକେ ଚର୍ଚା କରୁଛନ୍ତି ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *