ହିନ୍ଦୁ ଏକତା ମଞ୍ଚ ତରଫରୁ ମହାମୋହିମ ରାଷ୍ଟ୍ରପତି ଙ୍କୁ ଜ୍ଞାପନ

କେସିଙ୍ଗା ତା ୨୫.୦୪.୨୦୧୫
ଭାରତ ର ମିନି ସ୍ଵାଜିରଲାଣ୍ଡ କୁହାଯାଉଥିବା କାଶ୍ମୀର ପହଁଲଗାମ ଠାରେ ତା ୨୨.୦୫.୨୦୧୫ ରିଖ ଦିନ ହୋଇଥିବା ୨୮ ନିରୀହ ଭାରତବାସୀ ଙ୍କ ଉପରେ ଅମାନବିକତା ଓ ବର୍ବର ହତ୍ୟା ବିରୋଧ ରେ ଏକ ଜ୍ଞାପନ କେସିଙ୍ଗା ବି ଡ଼ି ଓ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦିଆଗଲା / ସାରା ବିଶ୍ୱରେ ଏହି ବର୍ବର ହତ୍ୟା କାଣ୍ଡ କୁ ବିରୋଧ ହୋଇ ଥିବାବେଳେ ଆଜି କେସିଙ୍ଗା ହିନ୍ଦୁ ଏକତା ମଞ୍ଚ ତରଫରୁ ମଧ୍ୟ କଡା ନିନ୍ଦା ସହ ତ୍ୱରିତ ଉଦାହରଣମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଗଲା / ଏହି ଅବସରେ ଉପସ୍ଥିତ ଥିଲେ କେସିଙ୍ଗା ସହରର ପ୍ରଶାନ୍ତ ବେନେର୍ଜି ,ମଗନ ସିନ୍ଦୁର ,ପ୍ରିତେଷ ପଟେଲ ,ଅମୀୟ ନନ୍ଦ ,ବଂଶୀ ପାଣି ସାହ, ରୁବି ଚୌଧରୀ ,ବଜରଙ୍ଗ ଜୈନ,ନାମିତ ରାଣୀ ସାହୁ ,ନିତ୍ୟାନନ୍ଦ ସାହୁ ,ସୁରେଶ ଚନ୍ଦ୍ର ସୁନା ,ହେମନ୍ତ ପୁଟେଲ ,ସୁବ୍ରତ ରାଉତ ,ତେଜରାମ ମାଝୀ,ସଂଯୁକ୍ତ ଶତପତି ,ଆରତୀ ନାୟକ ,ଗୀତାଞ୍ଜଳି ବହିଦାର ଓ ସବିତା ମହାନ୍ତି ,

Leave a Reply

Your email address will not be published. Required fields are marked *