ଘର କବାଟ ଭାଙ୍ଗି ସୁନା ଅଳଙ୍କାର ସହ ୧ ଲକ୍ଷ୍ୟ ଟଙ୍କା ଚୋରୀ । ଝିଅ ବାହାଘର ପାଇଁ ରଖିଥିଲେ ବାପା ।

ଛତ୍ରପୁର : ୦୬.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ଥାନା ଦିବ୍ୟସିଂହପୁର ଗାଁ ର ଦଣ୍ଡପାଣି ଶତପଥି ଙ୍କ ଘରୁ ବଡ଼ ଧରଣର ଚୋରୀ ହୋଇଛି ଗୁରୁବାର ରାତିରେ ଦଣ୍ଡପାଣି ଙ୍କ ପରିବାର ଖାଇପି ସୋଇଥିଲେ ମଧ୍ୟରାତିରେ ଦଣ୍ଡପାଣି ଙ୍କ ଘର ର ପଛପଟ କବାଟ ଭାଙ୍ଗି ଦୁର୍ବୁତ୍ତ ଭିତରକୁ ପଶିଥିଲେ ଘରର ବ୍ୟାଗ ଓ କାଠପେଡ଼ିରେ ଥିବା ୨୫ ତୋଳା ସୁନା ଅଳଙ୍କାର ଓ ୧ ଲକ୍ଷ ନଗଦ ଟଙ୍କା ଦୁର୍ବୁତ୍ତ ମାନେ ଚୋରୀ କରି ନେଇଛନ୍ତି ସକାଳୁ ଉଠି ପଛପଟ କବାଟ ଭାଙ୍ଗିଥିବା ଓ ଚୋରୀ ହୋଇଥିବା ଦଣ୍ଡପାଣି ଦେଖିଥିଲେ ତାଙ୍କ ଝିଅ ର ବାହାଘର ପାଇଁ ଏହି ସୁନା ଅଳଙ୍କାର ଘରେ ରଖିଥିଲେ ବୋଲି ସେ କହିଛନ୍ତି ଏନେଇ ସେ ଛତ୍ରପୁର ଥାନାରେ ଅଭିଯୋଗ କରିବା ସହ ଲିଖିତ ଏତଲା ଦେଇଥିଲେ ପରେ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଫେରିଛନ୍ତି ।

Leave a Reply

Your email address will not be published. Required fields are marked *