
ବାରିପଦା,/ଉଦଳ: ତା :- ୨୭.୦୩.୨୦୨୫ ରିଖ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ,ଉଦଳା ତରଫରୁ ଅନୁଷ୍ଠିତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପାଈଁ ପlଞ୍ଚଦିବସୀୟ ଶିଶୁ ବାଟିକା ଆଧାରିତ କର୍ମଶାଳା ‘ପ୍ରସ୍ତୁତି’ ସ୍ଥାନୀୟ ଉଦଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଉଦଳା ବ୍ଳକର ୧୨୬ଟି ପ୍ରାଥମିକ ବିଦ୍ୟାଳୟ ରୁ, ଉଦଳାବ୍ଲକରୁ ଆସିଥିବା ୧୨୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗଦାନ କରିଥିଲେ |ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିତିଶ କୁମାର ଘୋଷ ଉଦଘାଟନ କରିଥିଲେ । ଏହି ଅବସରରେ ଉଦଳା ବ୍ଳକ ଗୋଷ୍ଠୀ ସାଧନ ସଂଯୋଜିକା ମିନତି ପଣ୍ଡା ପ୍ରଶିକ୍ଷଣ ପେଟିକାର ଆଭିମୁଖ୍ୟ ତଥା ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ଓ ଆଦ୍ୟ ଶୈଶବ ଶିକ୍ଷାର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ | ଏଥିରେ ଉଦଳା ବ୍ଳକର ଶିକ୍ଷକ ପ୍ରଶିକ୍ଷିକା“ଉଦଳା ଶିଶୁ ବାଟିକା ଆଧାରିତ କର୍ମଶାଳା ଅନୁଷ୍ଠିତ” ବାରିପଦା, ଉଦଳା (କଳିଙ୍ଗ ପ୍ରଭା ଟିଭି) ତା :- ୨୭.୦୩.୨୦୨୫ ରିଖ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ,ଉଦଳା ତରଫରୁ ଅନୁଷ୍ଠିତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପାଈଁ ପlଞ୍ଚଦିବସୀୟ ଶିଶୁ ବାଟିକା ଆଧାରିତ କର୍ମଶାଳା ‘ପ୍ରସ୍ତୁତି’ ସ୍ଥାନୀୟ ଉଦଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଉଦଳା ବ୍ଳକର ୧୨୬ଟି ପ୍ରାଥମିକ ବିଦ୍ୟାଳୟ ରୁ, ଉଦଳାବ୍ଲକରୁ ଆସିଥିବା ୧୨୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗଦାନ କରିଥିଲେ |ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିତିଶ କୁମାର ଘୋଷ ଉଦଘାଟନ କରିଥିଲେ । ଏହି ଅବସରରେ ଉଦଳା ବ୍ଳକ ଗୋଷ୍ଠୀ ସାଧନ ସଂଯୋଜିକା ମିନତି ପଣ୍ଡା ପ୍ରଶିକ୍ଷଣ ପେଟିକାର ଆଭିମୁଖ୍ୟ ତଥା ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ଓ ଆଦ୍ୟ ଶୈଶବ ଶିକ୍ଷାର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ | ଏଥିରେ ଉଦଳା ବ୍ଳକର ଶିକ୍ଷକ ପ୍ରଶିକ୍ଷିକା ନିବେଦିତା ପ୍ରଧାନ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଦୁର୍ଯୋଧନ ଦଳେଇ, ଶିକ୍ଷକ ପ୍ରଶିକ୍ଷକ ସତ୍ଯେନ୍ଦୁ କୁମାର ଜେନା, ଶିକ୍ଷକ ପ୍ରଶିକ୍ଷକ ପ୍ରଦୀପ ପଣ୍ଡା, ଶିକ୍ଷକ ପ୍ରଶିକ୍ଷିକା ଅସୀମା ଅରୁନ୍ଧତୀ, ଶିକ୍ଷକ ପ୍ରଶିକ୍ଷକ ଶାନ୍ତନୁ ନାୟକ, ନରୋତ୍ତମ ପ୍ରଧାନ,ତପନ ମହାନ୍ତ, ସାଧନକର୍ମୀ ଭାବରେ କର୍ମଶାଳାକୁ ସୂଚାରୁରୂପେ ପରିଚାଳନା କରିଥିଲେ | ଏହି କର୍ମଶାଳାରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଦକ୍ଷତା ବିକାଶ କରିବା, ପ୍ରାଥମିକ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷାନୀତି ଆଧାରରେ ବାଲବାଟିକାର ଗୁରୁତ୍ବକୁ ବୁଝାଇବା, ପ୍ରସ୍ତୁତି ଶ୍ରେଣୀ ବା ବାଲବାଟିକା ପାଇଁ ବିଭିନ୍ନ ଦିଗର ବିକାଶ ଆଧାରିତ ଲକ୍ଷ୍ୟ ଗୁଡ଼ିକୁ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ବୁଝାଇବା ତତ୍ସହିତ ଶିକ୍ଷଣ ଫଳାଫଳ ସହ ଅବଗତ କରିବା, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଶିକ୍ଷଣ କାର୍ଯ୍ୟ ପରିଚାଳନା ଦକ୍ଷତା ବୃଦ୍ଧି କରିବା ଓ ଶ୍ରେଣୀରେ ମାନ ନିର୍ଦ୍ଧାରଣ କୌଶଳ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।ଇତି ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି) (ଫଟୋଜାଇଛି) ନିବେଦିତା ପ୍ରଧାନ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଦୁର୍ଯୋଧନ ଦଳେଇ, ଶିକ୍ଷକ ପ୍ରଶିକ୍ଷକ ସତ୍ଯେନ୍ଦୁ କୁମାର ଜେନା, ଶିକ୍ଷକ ପ୍ରଶିକ୍ଷକ ପ୍ରଦୀପ ପଣ୍ଡା, ଶିକ୍ଷକ ପ୍ରଶିକ୍ଷିକା ଅସୀମା ଅରୁନ୍ଧତୀ, ଶିକ୍ଷକ ପ୍ରଶିକ୍ଷକ ଶାନ୍ତନୁ ନାୟକ, ନରୋତ୍ତମ ପ୍ରଧାନ,ତପନ ମହାନ୍ତ, ସାଧନକର୍ମୀ ଭାବରେ କର୍ମଶାଳାକୁ ସୂଚାରୁରୂପେ ପରିଚାଳନା କରିଥିଲେ | ଏହି କର୍ମଶାଳାରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଦକ୍ଷତା ବିକାଶ କରିବା, ପ୍ରାଥମିକ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷାନୀତି ଆଧାରରେ ବାଲବାଟିକାର ଗୁରୁତ୍ବକୁ ବୁଝାଇବା, ପ୍ରସ୍ତୁତି ଶ୍ରେଣୀ ବା ବାଲବାଟିକା ପାଇଁ ବିଭିନ୍ନ ଦିଗର ବିକାଶ ଆଧାରିତ ଲକ୍ଷ୍ୟ ଗୁଡ଼ିକୁ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ବୁଝାଇବା ତତ୍ସହିତ ଶିକ୍ଷଣ ଫଳାଫଳ ସହ ଅବଗତ କରିବା, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଶିକ୍ଷଣ କାର୍ଯ୍ୟ ପରିଚାଳନା ଦକ୍ଷତା ବୃଦ୍ଧି କରିବା ଓ ଶ୍ରେଣୀରେ ମାନ ନିର୍ଦ୍ଧାରଣ କୌଶଳ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)