ପାରାଦୀପ ଆଦର୍ଶ ଥାନା ର ସଫଳତା ୧୧.୯୦ଗ୍ରାମ ବ୍ରାଉନୁସୁଗାର ଜବତ

ପାରାଦୀପ ଆଦର୍ଶ ଥାନା ଅଧୀନରେ ଥିବା ପାରାଦୀପ ଅଠର ବାଙ୍କୀ ଲକପଡ଼ା ରେ ରହୁଥିବା ସାଗର ପୋଦାର ନାମକ ଜଣେ ଯୁବକ ସବ ଷ୍ଟେସନ ଛକ କେବିନି ମାର୍କେଟ୍ ନିକଟ ରେ ଥିବା ଖବର ପାଇ ପାରାଦୀପ ଆଦର୍ଶ ଥାନା ର ନୂତନ ଭାବେ ଦାୟୀତୋ ନେଇଥିବା ଭାରା ପ୍ରାପ୍ତ ଅଧିକାରୀ ଙ୍କ ନେତୃତ୍ବରେ ଏସ ଆଇ ରମେଶ ଚନ୍ଦ୍ର ସାନି ଙ୍କ ଜରୀଆରେ ଏକ ଟିମି ଯାଇ ଏହି ବ୍ରାଉନୁ ସୁଗାର ରଖି ଥିବା ଏକ ଯୁବକକୁ ଧରିଥିଲେ l ପରେ ତାକୁ ଥାନାକୁ ନେଇ ପଚରା ଉଚରା କରିବାରୁ ତା ଠାରୁ ଏଗାର ଦଶମିକି ନେବେ ଗ୍ରାମ ବ୍ରାଉନୁସୁଗାର ଓ ପଲିଥିନ ପ୍ୟାକେଟ ଏଗାର ଦଶମୀକି ଏକାବନ ଗ୍ରାମ ଜବତ କରୁଥିବା ବେଳେ ଏକ ବ୍ଲାକ ଓ ବ୍ଲୁ ରଙ୍ଗର ଗ୍ଲାମୋର୍ ବାଇକି ଜବତ କରିଛି ଏହାକୁ ନେଇ ଜଗତ ସିଂ ପୂରୁ ଏସ ପି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଆଗକୁ ଚୋରା କାରବାର କରୁଥିବା ଏଇଭଳି ରାକେଟ ର ଜଡ ପର୍ଯ୍ୟନ୍ତ ପହଞ୍ଚି ବା ପାଇ ପୋଲିସ ତାର ପୁରା ଖୋଳତାଡ କରିବା ସହ ଚୋରା ମଦ କାରବାର ଓ ଗଞ୍ଜେଇ କାରବାର ଉପରେ ପୁରା ତଦନ୍ତ କରିବ ବୋଲି ସୁଚନା ଦେଇଛନ୍ତି l ଏହି ସାମ୍ୱାଦିକ ସମ୍ମିଳନୀରେ ପାରାଦୀପ ଆଦର୍ଶ ଥାନା ଆଇ ଆଇ ସି ଓ ଡି ଏସ ପି ଯୋଗଦେଥିଲେ l ଧାରା ପଡ଼ିଥିବା ଯୁବକକୁ ଆଜି କୋଟ ଚାଲାଣ କରାଯିବା କଥା କହିଥିଲେ l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *